ଭିଜିଲାନ୍ସ ଜାଲରେ ଆରଆଇ; ପଟା ସଂଶୋଧନ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ

Advertisment

ରାଜନଗର ତହସିଲ ନିକଟରେ ଏକ ପଟାକୁ ସଂଶୋଧନ କରାଇଦେବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଛି କଟକ ଭିଜିଲାନ୍ସ ଟିମ । ଦୀର୍ଘ ସମୟ ଧରି ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକକୁ ଭିଜିଲାନ୍ସ ଟିମ ଅନୁସରଣ କରିଥିଲା ।

ରାଜନଗର ତହସିଲ ନିକଟରେ ଏକ ପଟାକୁ ସଂଶୋଧନ କରାଇଦେବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଛି କଟକ ଭିଜିଲାନ୍ସ ଟିମ । ଦୀର୍ଘ ସମୟ ଧରି ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକକୁ ଭିଜିଲାନ୍ସ ଟିମ ଅନୁସରଣ କରିଥିଲା ।

Vigilance Trap

Vigilance Trap Photograph: (Kanak News)

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ କେରେଡାଗଡ଼ ସର୍କଲ ରାଜସ୍ୱ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା । ରାଜନଗର ତହସିଲ ନିକଟରେ ଏକ ପଟାକୁ ସଂଶୋଧନ କରାଇଦେବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଛି କଟକ ଭିଜିଲାନ୍ସ ଟିମ । ଦୀର୍ଘ ସମୟ ଧରି ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକକୁ ଭିଜିଲାନ୍ସ ଟିମ ଅନୁସରଣ କରିଥିଲା । ଅଭିଯୋଗକାରୀ ଟଙ୍କା ଦେବା ପରେ ନିରୀକ୍ଷକ ଟଙ୍କା ନେଇ ତହସିଲ ଅଫିସକୁ ଯିବା ବେଳେ ତହସିଲ ଆଗରୁ ଭିଜିଲାନ୍ସ ଟିମ ଧରିଥିଲା । ଅଧିକ ପଚରାଉଚରା ପାଇଁ ପ୍ରଦ୍ୟୁମ୍ନ କୁମାର ବେହେରାଙ୍କୁ କେନ୍ଦ୍ରାପଡ଼ା ଭିଜିଲାନ୍ସ ଅଫିସକୁ ନିଆଯାଇଛି ।

ଅଧିକ ପଢ଼ନ୍ତୁ : ସୀମା ନିର୍ଦ୍ଧାରଣ ବେଳେ ପୁଲିସ-ଜନତା ମୁହାଁମୁହିଁ; ଯାଜପୁରରେ ଟାୟାର ଜାଳି ରାସ୍ତା ଅବରୋଧ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe