କନକ ବ୍ୟୁରୋ : ପୁରୀ ଡେଲାଙ୍ଗ ବ୍ଲକ ଘୋରଡିଆ ଗାଁରେ ସାଂପ୍ରଦାୟିକ ହିଂସା । ଉଭୟ ଗୋଷ୍ଠୀ ପରସ୍ପର ଉପରୁକ ୨୦୦ରୁ ଅଧିକ ବୋମା ମାଡ ପକାଇଥିବା ଅଭିଯୋଗ ହୋଇଛି । ଗାଁରେ ବ୍ୟାପକ ଘର ଦ୍ୱାରା ଭଙ୍ଗାରୁଜା କରାଯାଉଛି । ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ବୋମାମାଡ କରୁଥିବାରୁ ଗାଁ ଭିତରକୁ ପୁଲିସ ପ୍ରବେଶ କରିପାରୁନି । ଘଟଣାସ୍ଥଳରେ ପୁଲସ ମୁତୟନ ଅଛନ୍ତି ।
ପୁରୀ : ଡେଲାଙ୍ଗରେ ସାଂପ୍ରଦାୟିକ ହିଂସା, ଉଭୟ ଗୋଷ୍ଠୀ ପକ୍ଷରୁ ଘନ ଘନ ବୋମାମାଡ ଓ ବ୍ୟାପକ ଭଙ୍ଗାରୁଜା
/kanak/media/post_attachments/wp-content/uploads/2017/03/vlcsnap-2017-03-08-13h16m06s281.png)