କନକ ବ୍ୟୁରୋ : ଅଣସରବାସରେ ଥିବା ଶ୍ରୀବିଗ୍ରହମାନେ ଆଜି ଚକା ବିଜେ ହେବାକୁ ଯାଉଛନ୍ତି । ଚଦୁର୍ଦ୍ଧାମୂର୍ତ୍ତି ଅଣସର ପିଣ୍ଡିରେ ଚକା ଉପରେ ଅଧିଷ୍ଠିତ ହେବେ । ପୂର୍ବରୁ ଶଯ୍ୟାଶାୟୀ ଥିବା ଶ୍ରୀବିଗ୍ରହ ଚକା ଉପରେ ଅବସ୍ତାନ କରିବେ । ଏଥିପାଇଁ ନିର୍ଦ୍ଦିଷ୍ଟ ନିର୍ଘଣ୍ଟ ହୋଇଛି ।
ଆଜି ଶ୍ରୀବିଗ୍ରହଙ୍କ ଚକାବିଜେ !
/kanak/media/post_attachments/wp-content/uploads/2017/06/Screen-shot-2017-06-19-at-1.01.13-PM.png)