ରିଲିଜ ପୂର୍ବରୁ ସିନେମା ‘ରଙ୍ଗୁନ’ରୁ କଟିଲା ୭୦ ଟି ଦୃଶ୍ୟ ! ସେନସର ବୋର୍ଡର ନିଷ୍ପତି ପରେ ସିନେମାର ଅବଧି ୧୩ ମିନିଟ୍ କମ୍

ରିଲିଜ ପୂର୍ବରୁ ସିନେମା ‘ରଙ୍ଗୁନ’ରୁ କଟିଲା ୭୦ ଟି ଦୃଶ୍ୟ ! ସେନସର ବୋର୍ଡର ନିଷ୍ପତି ପରେ ସିନେମାର ଅବଧି ୧୩ ମିନିଟ୍ କମ୍

ଦ୍ୱିତୀୟ ବିଶ୍ୱଯୁଦ୍ଧ ଉପରେ ଆଧାରିତ ସିନେମା ‘ରଙ୍ଗୁନ’ର ରିଲିଜ ପୂର୍ବରୁ ବହୁତ ବଡ ପରିବର୍ତ୍ତନ କରାଯାଇଛି । ଏଥିଯୋଗୁଁ ସିନେମାର ଅବଧି ପ୍ରାୟ ୧୩ ମିନିଟ କମ ହୋଇ ଯାଇଛି । ଡିଏନଏର ଏକ ଖବର ଅନୁସାରେ ସିନେମାରୁ ପାଖାପାଖିି ୭୦ଟି ଦୃଶ୍ୟ ହଟାଇଦିଆଗଲା ପରେ ସେନସର ବୋର୍ଡ ଏହି ସିନେମାକୁ ରିଲିଜ କରିବା ପାଇଁ ଅନୁମତି ଦେଇଛି । ଆଗରୁ ସିନେମାର ଅବଧି ୨ ଘଣ୍ଟା ୪୭ ମିନିଟ ଥିଲା ଏବଂ ଏବେ ସେନସରର କାଟିିବା ପରେ ୨ ଘଣ୍ଟା୨୪ ମିନିଟ ହୋଇଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe