ସିଡିଏରୁ ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଲଟ ହାତେଇ ଥିବା ବ୍ୟକ୍ତିଙ୍କୁ ଟାକ୍ସଫୋର୍ସ ଝଟକା ! ପ୍ରଥମ ପର୍ଯ୍ୟାୟରେ ୧୨ ପ୍ଲଟ ବାତିଲ

Advertisment
ସିଡିଏରୁ ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଲଟ ହାତେଇ ଥିବା ବ୍ୟକ୍ତିଙ୍କୁ ଟାକ୍ସଫୋର୍ସ ଝଟକା ! ପ୍ରଥମ ପର୍ଯ୍ୟାୟରେ ୧୨ ପ୍ଲଟ ବାତିଲ

କନକ ବ୍ୟୁରୋ : ସିଡିଏରୁ ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଲଟ ହାତେଇ ଥିବା ବ୍ୟକ୍ତିଙ୍କୁ ଲାଗିଛି ଟାକ୍ସଫୋର୍ସ ଝଟକା । ପ୍ରଥମ ପର୍ଯ୍ୟାୟରେ ୧୨ ଟି ପ୍ଲଟ ବାତିଲ କରିଛି ସିଡିଏ । ଏହି ୧୨ ଜଣ ବ୍ୟକ୍ତି ମିଥ୍ୟା ସତ୍ୟପାଠ ଓ ଭୂଲ ସୂଚନା ବଳରେ ହାତେଇଥିଲେ ଏକାଧୀକ ଜମି ।

ଏନେଇ ସତ ଜଣାପଡିବା ପରେ ସିଡିଏ ଉପାଧ୍ୟକ୍ଷ ତଥା ଜିଲ୍ଲାପାଳ ବେଆଇନ ଭାବେ ହାତେଇଥିବା ଜମିକୁ ବାତିଲ କରିବା ପାଇଁ ସୁପାରିସ କରିଥିଲେ । ବାତିଲ ହୋଇଥିବା ୧୨ଟି ପ୍ଲଟ ମଧ୍ୟରୁ ୭ଟି ପ୍ଲଟ ମାଲିକ ସ୍ୱାମୀ ସ୍ତ୍ରୀ ହୋଇଥିବା ବେଳେ ୫ ଜଣ ଏକାଧିକ ପ୍ଲଟ ହାତେଇ ଥିଲେ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe