Browsing Category

ଦେଶ ବିଦେଶ

ବଢିଲାନି ଧାନ ଦର ! ନିରାଶ କରିଛନ୍ତି ମୋଦି ସରକାର

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ନେଇ ବିଜେପି ପ୍ରାର୍ଥୀଙ୍କୁ ଓଡିଶାର ବିଜେଡି ସରକାର ସମର୍ଥନ କରିବାର ୨୪ ଘଂଟା ନପୁରୁଣୁ, ନବୀନ ପୁଣି ଟାର୍ଗେଟ୍ କରିଛନ୍ତି ମୋଦି ସରକାରଙ୍କୁ । କହିଛନ୍ତି, ଧାନର ସର୍ବନିମ୍ନ ସହାୟକ ଦର ବଢାଇବାରେ ନିରାଶ କରିଛି କେନ୍ଦ୍ର । ଗତକାଲି ଧାନର ସର୍ବନିମ୍ନ…
Read More...

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ସପକ୍ଷରେ ଜେଡିୟୁ !

କନକ ବ୍ୟୁରୋ : ଏନଡିଏ ରାଷ୍ଟ୍ରପତି ପଦ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ସପକ୍ଷରେ ଜେଡିୟୁ । ନିତିଶ କୁମାରଙ୍କ ଜେଡିୟୁ ସାଂସଦ ତଥା ବିଧାୟକଙ୍କ ସହ କଥାବାର୍ତ୍ତା ପରେ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିବା ନେଇ ପାର୍ଟି ଘୋଷଣା କରିଛି । ତେବେ ନିତିଶଙ୍କ ଏ ଘୋଷଣା ପରେ ଲାଲୁ ଓ ନିତିଶଙ୍କ…
Read More...

ସନ୍ଦେହ ନେଲା ଜୀବନ ! ପତ୍ନୀଙ୍କୁ ୩୫ଥର ଛୁରୀ ମାରି ହତ୍ୟା କଲେ ସ୍ୱାମୀ

କନକ ବ୍ୟୁରୋ : ସନ୍ଦେହ ନେଲା ଜୀବନ । ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ କରି ୩୫ ଥର ଛୁରୀ ମାରି ହତ୍ୟା କରିଛନ୍ତି ଅଭିଯୁକ୍ତ ସ୍ୱାମୀ । ଏହା ସହ ମା’କୁ ବଂଚାଇବାକୁ ଚେଷ୍ଟା କରିଥିବା ପୁଅକୁ ମଧ୍ୟ ଆକ୍ରମଣ କରିଛନ୍ତି ଅଭିଯୁକ୍ତ । ଘଟଣାଟି ଘଟିଛି ନର୍ଥଇଷ୍ଟ୍ ଦିଲ୍ଲୀରେ । ଅଭିଯୋଗ ଅନୁସାରେ,…
Read More...

କାର୍ଯ୍ୟକାଳର ଶେଷ ଦିନରେ ଟିମ୍ ଇଣ୍ଡିଆ କୋଚ୍ ପଦ ଛାଡିଲେ ଅନିଲ କୁମ୍ବଲେ! କୋହଲିଙ୍କ ସହ ମନାନ୍ତର ଥିବାନେଇ କଲେ…

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି ଅନୀଲ କୁମ୍ବଲେ । ସେ ତାଙ୍କର ଇସ୍ତଫା ପତ୍ର ବିସିସିଆଇକୁ ପଠାଇ ଦେଇଥିବା ନେଇ ସୂଚନା ଦେଇଛନ୍ତି । ଟିମ୍ ଇଣ୍ଡିଆ ବିନା କୋଚରେ ଆଗାମୀ ସିରିଜ୍ ଖେଳିବାକୁ ୱେଷ୍ଟଇଣ୍ଡିଜ୍ ଗସ୍ତ କରିଛି । ତେବେ କପ୍ତାନ କୋହଲିଙ୍କ ସହ ମନାନ୍ତର…
Read More...

‘ଯୋଗ କର ନିରୋଗ ରୁହ’ ନାରା ନେଇ ପାଳନ ହେଉଛି ଯୋଗ ଦିବସ! ଗୁଜୁରାଟ ଅହମଦାବାଦରେ ଯୋଗଗୁରୁ ରାମଦେବଙ୍କ ଯୋଗ

କନକ ବ୍ୟୁରୋ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ପୂରା ଦେଶ ଯୋଗ ଦିବସ ପାଳନ କରୁଛି । ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଅହମଦାବାଦରେ ଯୋଗ କରିଛନ୍ତି ଯୋଗଗୁରୁ ବାବା ରାମଦେବ । ତାଙ୍କ ସହ ବିଜେପି ଅଧ୍ୟକ୍ଷ ଅମିତ ଶାହ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି…
Read More...

ଲକ୍ଷ୍ନୌରେ ମୋଦିଙ୍କ ସହ ଯୋଗୀଙ୍କ ଯୋଗ ! ପ୍ରଧାନମନ୍ତ୍ରୀ କହିଲେ, ଯୋଗ ଜୀବନର ଏକ ଅଂଶ

କନକ ବ୍ୟୁରୋ: ପ୍ରବଳ ବର୍ଷାରେ ଭିଜି ଯୋଗ କଲେ ପ୍ରଧାନମନ୍ତ୍ରୀ । ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ମୋଦିଙ୍କ ସହ ରାଷ୍ଟ୍ରମନ୍ତ୍ରୀ ରାମ ନାଏକ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ…
Read More...

ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ! ଲକ୍ଷ୍ନୌରେ ମୋଦିଙ୍କ ସହ ଯୋଗୀଙ୍କ ଯୋଗ

କନକ ବ୍ୟୁରୋ: ଯୋଗ ଦିବସ ପାଇଁ ନ୍ୟୁୟର୍କ ସ୍ଥିତ ଜାତିସଂଘ କାର୍ଯ୍ୟାଳୟ ହୋଇପଡିଛି ଯୋଗମୟ । ଜାତିସଂଘ ମୁଖ୍ୟାଳୟରେ ଯୋଗ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଛି । ସେହିପରି ଗୁଜୁରାଟର ଅହମଦାବାଦରେ ଯୋଗଗୁରୁ ରାମଦେବଙ୍କ ଦ୍ୱାରା ଆୟୋଜିତ ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ ।…
Read More...

ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବିହାର ରାଜ୍ୟପାଳ ରାମନାଥ କୋବିନ୍ଦଙ୍କ ପ୍ରସଙ୍ଗ : କୋବିନ୍ଦଙ୍କ ସପକ୍ଷରେ କେତେ ଭୋଟ୍…

କନକ ବ୍ୟୁରୋ : ବିଜେପି ଓ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବିହାର ରାଜ୍ୟପାଳ ରାମନାଥ କୋବିନ୍ଦଙ୍କ ନାଁ ଆସିବା ପରେ ଏବେ କୋବିନ୍ଦଙ୍କ ସପକ୍ଷରେ କେତେ ଭୋଟ୍ ରହିଛି ସେ ନେଇ ଆରମ୍ଭ ହୋଇଛି ଅବଗଣନା । ରାଷ୍ଟ୍ରପତି ହେବା ପାଇଁ ୫ ଲକ୍ଷ ୪୯ ହଜାର ୪୭୪ ଭୋଟର ଆବଶ୍ୟକତା ରହିଥିବା ବେଳେ ଏନଡିଏ…
Read More...

ଯୋଗୀଙ୍କ ରାଜ୍ୟରେ ପାକ୍ ଅଧିକୃତ କଶ୍ମୀର୍ ! ପ୍ରଶାସନର ଅବହେଳାରେ ଅତିଷ୍ଠ ହୋଇ ଗାଁର ନାଁ ‘ପିଓକେ’ ରଖିଲେ ଗ୍ରାମବାସୀ

ଯୋଗୀଙ୍କ ପ୍ରଦେଶରେ ପିଓକେ (ପାକ୍ ଅଧିକୃତ କଶ୍ମୀର୍) । ପ୍ରଶାସନର ଅବହେଳାରେ ଅତିଷ୍ଠ ହୋଇ ଗାଁର ନାଁ ପିଓକେ ରଖିଲେ ଗ୍ରାମବାସୀ । ମୂଳ ସୁବିଧାରୁ ବଂଚିତ ହୋଇଥିବାରୁ ଏପରି ପଦକ୍ଷେପ ନେଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ଏହା ସହ ପ୍ରଶାସନ ଏବଂ ସରକାରଙ୍କ ଧ୍ୟାନ ଆକର୍ଷିତ କରିବା ପାଇଁ…
Read More...

ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ ! ଦିନେ ରାଷ୍ଟ୍ରପତି ଭବନରେ ପ୍ରବେଶ କରିବାକୁ କରାଯାଇଥିଲା ବାରଣ, ହେଲେ ମାସକ ଭିତରେ…

ବଲିଉଡ୍ ବାଦଶାହା ଶାହାରୁଖ୍ ଖାନଙ୍କ ସୁପରହିଟ୍ ସିନେମା ‘ହାପି ନ୍ୟୁ ଇୟର୍’ରେ ଏକ ଲୋକପ୍ରିୟ ଡାଇଲଗ୍ ଥିଲା ‘କିସମତ୍ ଶାଲୀ ବଡି କମିନି ଚିଜ୍ ହୈ, କଭି ଭି ପଲଟ୍ ସକତି ହୈ’ । ଅର୍ଥାତ୍ ଭାଗ୍ୟ କେତେବେଳେ କାହାକୁ କେଉଁ ମୋଡକୁ ନେଇଆସେ ତାହା କହିବା କଷ୍ଟ । କାଲି ଯାହା ପାଖରେ କନା ଧଡି ଟିଏ…
Read More...