Browsing Category

ନ୍ୟୁଜ୍

ମାଲକାନଗିରିରେ ଥମୁନି ଶିଶୁ ମଡକ : ୨୫ ଦିନରେ ଗଲାଣି ୨୬ ଶିଶୁଙ୍କ ଜୀବନ

ମାଲକାନଗିରି : ମାଲକାନଗିରିରେ ଥମୁନି ଶିଶୁ ମଡକ । ଗତକାଲି ବିଳମ୍ବିତ ରାତିରେ ଜାପାନୀ ଏନସେଫାଲାଇଟିସରେ ପୀଡିତ ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ଏହାସହ ଜିଲ୍ଲାରେ ଏହି ମାରାତ୍ମକ ରୋଗରେ ମୃତକଙ୍କ ସଂଖ୍ୟା ୨୬ରେ ପହଂଚିଛି। ୨୫ ଦିନ ଭିତରେ ଏନସେଫାଲାଇଟିସ ରୋଗରେ ଆକ୍ରାନ୍ତ ହୋଇ ୨୬ ଜଣଙ୍କ…
Read More...

ବାରମୂଳା ସେନା କ୍ୟାମ୍ପରେ ଆକ୍ରମଣ : ପାଲଟା ଆକ୍ରମଣରେ ୨ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ

କନକ ବ୍ୟୁରୋ : ଜମ୍ମୁ ଓ କଶ୍ମୀରର ବାରମୂଳା ରାଷ୍ଟ୍ରୀୟ ରାଇଫଲ୍ସ ସେନା କ୍ୟାମ୍ପକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ରବିବାର ରାତି ପ୍ରାୟ ସାଢେ ୧୦ଟା ବେଳେ ୪୬ରାଷ୍ଟ୍ରୀୟ ରାଇଫଲ୍ସ କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ କରି ବିଫଳ ହୋଇଛନ୍ତି । ଆତଙ୍କବାଦୀଙ୍କୁ କଡା ଜବାବ ଦେଇଛନ୍ତି ଭାରତୀୟ…
Read More...

ଶାସକ ବିଜେଡିକୁ କାଉଂଟର : ସବଡିଭିଜନ ସ୍ତରରେ ବିଜେପିର ସତ୍ୟାଗ୍ରହ

କନକ ବ୍ୟୁରୋ : ଶାସକ ବିଜେଡିକୁ କାଉଂଟର କରି ସମାନ୍ତରାଳ ଭାବେ ସବଡିଭିଜନ ସ୍ତରରେ ସତ୍ୟାଗ୍ରହ କରୁଛି ବିଜେପି । ରାଜ୍ୟ ସରକାରଙ୍କ ବିଫଳତା ଏବଂ କେନ୍ଦ୍ର ସରକାର ବିରୋଧରେ ବିଜେଡି ଆଣୁଥିବା ମିଛ ଅଭିଯୋଗ ଉପରେ ସବ୍-ଡିଭିଜନ ସ୍ତରରେ ବିକ୍ଷୋଭ କରାଯାଉଛି । ଆଗକୁ ପଂଚାୟତ ନିର୍ବାଚନ ଥିବାରୁ…
Read More...

ପଂଚାୟତ ଲଢେଇ ପାଇଁ କ୍ଷେତ୍ର ପ୍ରସ୍ତୁତି : ଆଜି ଗାନ୍ଧୀ ଜୟନ୍ତୀରୁ ଏକ ମାସ ଯାଏଁ ଚାଲିବ ବିଜେଡିର ପଦଯାତ୍ରା

କନକ ବ୍ୟୁରୋ : ଆରମ୍ଭ ହୋଇଛି ବିଜେଡିର ପଦଯାତ୍ରା । ଭୁବନେଶ୍ୱର ସାମନ୍ତରାପୁର ନୂଆଗାଁରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦଯାତ୍ରା ଶୁଭାରମ୍ଭ କରିଛନ୍ତି । ଏହାସହ ଏହି ପଦଯାତ୍ରା ସମସ୍ତ ଜିଲ୍ଲାରେ ଆରମ୍ଭ ହୋଇଛି । ବିଜେଡିର ଏହି କାର୍ଯ୍ୟକ୍ରମ ମାସେ ଧରି ଚାଲିବ । ପ୍ରତିବର୍ଷ…
Read More...

କ୍ୟାମ୍ପସରୁ କୋର୍ଟ : ବାଣୀବିହାର ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ଅପରାଧୀକ ମାମଲାର ହେବ ତର୍ଜମା

କନକ ବ୍ୟୁରୋ : ଛାତ୍ର ଅଶାନ୍ତି ପାଇଁ ବର୍ଷେ ବାତିଲ୍ ହେଲା ନିର୍ବାଚନ । ହେଲେ ଅଶାନ୍ତି ପିଛା ଛାଡୁନି ବାଣୀ ବିହାରର । ଛାତ୍ର ସଂସଦ ନିର୍ବାଚନରେ ସଭାପତି ପ୍ରାର୍ଥୀଙ୍କୁ ନେଇ ଚାଲିଛି ଟଣାଓଟରା । କର୍ତୃପକ୍ଷ, ଲିଙ୍ଗଡୋ ଆଇନ ଉଲ୍ଲଂଘନ କରି ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା…
Read More...

ଉପଗ୍ରହରୁ ଆତଙ୍କବାଦୀ ଶିବିରର ଫଟୋ : ସର୍ଜିକାଲ ଷ୍ଟ୍ରାଇକ ପାଇଁ ସେନାକୁ ଫଟୋଚିତ୍ର ଯୋଗାଇଥିଲା ଇସ୍ରୋ

କନକ ବ୍ୟୁରୋ : ସର୍ଜିକାଲ ଷ୍ଟ୍ରାଇକ ପାଇଁ ସେନାକୁ ଫଟୋଚିତ୍ର ଯୋଗାଇ ଦେଇଥିଲା ଇସ୍ରୋ । କାର୍ଟୋସାଟ-ଟୁ-ସି ଉପଗ୍ରହ ଜରିଆରେ ପାକିସ୍ତାନ ଆତଙ୍କବାଦୀ ଶିବିରର ଫଟୋ ନିଆଯାଇଥିଲା । ଆଉ ଏହି ଉପଗ୍ରହ ଚିତ୍ରକୁ ଆଧାର କରି ଶତ୍ରୁ ରାଷ୍ଟ୍ରରେ ଆକ୍ରମଣ କରିଥିଲା ସେନା । ଇସ୍ରୋର ଦୁଇ ଜଣ…
Read More...

ଉପକୂଳ ସୁରକ୍ଷା ଚିନ୍ତା : ପୁରୀରେ ମତ୍ସ୍ୟଜୀବୀଙ୍କୁ ଦିଆଗଲା ସ୍ୱତନ୍ତ୍ର ଟ୍ରାନ୍ସମିଟର

କନକ ବ୍ୟୁରୋ : ମତ୍ସ୍ୟଜୀବୀଙ୍କୁ ଦିଆଗଲା ଟ୍ରାନ୍ସମିଟର। ଗଭୀର ସୁମୁଦ୍ରରେ କୌଣସି ବିପଦର ସଂକେତ ପାଇଲେ ସଙ୍ଗେସଙ୍ଗେ ସୂଚନା ଦେବେ । ଏହାକୁ ବ୍ୟବହାର କରିବା ଲାଗି ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି । ପାକିସ୍ତାନ ମାଟିରେ ଭାରତର ସର୍ଜିକାଲ ଷ୍ଟ୍ରାଇକ ପରେ ଦୁଇ ରାଷ୍ଟ୍ର ମଧ୍ୟରେ ତିକ୍ତତା ବୃଦ୍ଧି…
Read More...

ବାପୁଜୀନଗର ୟୁକୋ ବ୍ୟାଙ୍କ ଡକାୟତି ଘଟଣା : ସଂପୃକ୍ତ ଗ୍ୟାଙ୍ଗକୁ ପୂର୍ବ ଭାରତର ୪ଟି ରାଜ୍ୟରେ ମୋଷ୍ଟ ୱାଂଟେଡ୍ ଘୋଷଣା

କନକ ବ୍ୟୁରୋ : ଭୁବନେଶ୍ୱର ବାପୁଜୀନଗର ୟୁକୋ ବ୍ୟାଙ୍କ ଡକାୟତି ଘଟଣାରେ ମିଳିଲା ଗୁରୁତ୍ୱପୂର୍ଣ ସୂଚନା । ଏହି ଡକାୟତିରେ ସଂପୃକ୍ତ ଗ୍ୟାଙ୍ଗ ବାହାର ରାଜ୍ୟର ବୋଲି ଜଣା ପଡିଛି । ସଂପୃକ୍ତ ଡକାୟତ ଗ୍ୟାଙ୍ଗ ପୂର୍ବ ଭାରତରେ ମୋଷ୍ଟ ୱାଂଟେଡ୍ ଥିବା ଜଣା ପଡିଛି । ଏହି ଗ୍ୟାଙ୍ଗ ୨୦ରୁ ଅଧିକ…
Read More...

କଟକ ଗଡଗଡିଆ ଘାଟରେ ୨ ନାବାଳକ ନିଖୋଜ ଘଟଣା : ମିଳିଲା ଜଣଙ୍କ ମୃତଦେହ

କଟକ : କଟକ ଗଡଗଡିଆ ଘାଟରେ ନିଖୋଜ ଦୁଇ ନାବାଳକଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ମିଳିଛି । ଆଜି ମହାନଦୀ ଗଡଗଡିଆ ଘାଟରେ ବୁଡି ୨ ଜଣ ନାବାଳକ ନିଖୋଜ ହୋଇଥିଲେ । ଏହି ଦୁଇ ନାବାଳକ ପଟାପୋଲ ଅଂଚଳର ବୋଲି ଜଣା ପଡିଛି । ଗଡଗଡିଆ ଘାଟରେ ଷୋଳପୁଅ ମାଆ ଠାକୁରାଣୀଙ୍କ ଘଟ ବିସର୍ଜନ ବେଳେ ଏହି ଦୁର୍ଘଟଣା…
Read More...

ବାଣୀ ବିହାରରେ ଥମୁନି ଉତ୍ତେଜନା : ବସିଲା ପିଜି କାଉନସିଲ୍ ବୈଠକ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବାଣୀ ବିହାରରେ ଉତ୍ତେଜନା ଥମିବାର ନାଁ ନେଉନିି। ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ସଭାପତି ପ୍ରାର୍ଥୀ ମହେଶ ପ୍ରସାଦଙ୍କ ଅପରାଧିକ ରେକର୍ଡକୁ ନେଇ ପୁଣି ଉତ୍ତେଜନା ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀ ମହେଶଙ୍କ ପ୍ରାର୍ଥୀପତ୍ର ରଦ୍ଧ କରିବାକୁ ଦାବି…
Read More...