Browsing Category

ମନୋରଞ୍ଜନ

ରୁଷିଲେ ରଜାକ୍

ବଲିଉଡର ଜଣାଶୁଣା କମେଡି କଳାକାର ରଜାକ୍ ଖାନ ଏବେ ପରଲୋକରେ । ବୁଧବାର ହୃଦଘାତରେ ରଜାକଙ୍କ ନିଧନ ହୋଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ରଜାକଙ୍କୁ ତୁରନ୍ତ ଡାକ୍ତଖାନାରେ ଭର୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ରଜାକ୍ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୧୯୯୩ ମସିହାର…
Read More...

ବାଳିକାବଧୂର ରେକର୍ଡ

ଚର୍ଚ୍ଚାରେ ଛୋଟ ପରଦାର ଧାରାବାହିକ ବାଳିକାବଧୂ । ଦେଶର ପ୍ରତିଟି ଘରେ ନିଜର ଆଧିପତ୍ୟ ଜାହିର କରିଛି ଏହି ଧାରାବାହିକ । ହିନ୍ଦୀ ଧାରାବାହିକ ଦୁନିଆର ସବୁଠାରୁ “ ଲଙ୍ଗ୍ ରନିଙ୍ଗ୍ ସୋ ” ଭାବେ କରିଛି ରେକର୍ଡ । ସ୍ଥାନ ପାଇଛି ଲିମକା ବୁକ୍ ଅଫ ରେକର୍ଡରେ । ବାଲ୍ୟ ବିବାହ ଭଳି ସାମାଜିକ…
Read More...

ଆସିଲା ସୁଲତାନର ପ୍ରଥମ ଗୀତ

ରିଲିଜ୍ ହୋଇଛି ଦବଙ୍ଗ୍ ଖାନଙ୍କ ଅପକମିଙ୍ଗ ମୁଭି ସୁଲତାନର ପ୍ରଥମ ଗୀତ । ଗୀତର ମୁଖଡା ରହିଛି ବେବି କୋ ବେସ ପସନ୍ଦ ହୈ । ଗୀତରେ ଏକାଠି ନଜର ଆସିଛି ଭାଇଜାନ ସଲମାନ ଓ ତାଙ୍କ ନାୟିକା ଅନୁଷ୍କା । ସିଙ୍ଗର ବାଦଶାହାଙ୍କ ସଙ୍ଗୀତ ନିର୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଗୀତରେ ଦିଆଯାଇଛି…
Read More...

ସନ୍ନି-ଅରବାଜ ଯୋଡି

ଏବେ ଚର୍ଚ୍ଚାରେ ସନ୍ନି ଲିଓନି ଓ ଅରବାଜ ଖାନଙ୍କ ଯୋଡି । ଆଉ ଏହି ଯୋଡିକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ବେବି ଡଲ୍ ସନ୍ନି । ଅରବାଜ୍ ମଧ୍ୟ ଦେଇ ସାରିଛନ୍ତି ଗ୍ରୀନ୍ ସିଗନାଲ୍ । ତେବେ ଏହି ଚର୍ଚ୍ଚା ରିୟଲ ଲାଇଫ ନୁହେଁ ବରଂ ରିଲ୍ ଲାଇଫକୁ ନେଇ । ଅପକମିଙ୍ଗ ଫିଲ୍ମ "ତେରା ଇନ୍ତେଜାର'ରେ ଏକାଠି…
Read More...

ବଚ୍ଚନଙ୍କ କଣ୍ଠରେ କାଳିଆ

ନବକଳେବର ଉପରେ ନିର୍ମିତ ବୃତଚିତ୍ରରେ ଶୁଭିବ ବିଗ୍ ବି ଙ୍କ ସ୍ୱର । ଏଥିପାଇଁ ସମ୍ମତି ଜଣାଇଛନ୍ତି ସୁପରଷ୍ଟାର ଅମିତାଭ ବଚ୍ଚନ । ୨୦୧୫ ରେ ତିନି ଠାକୁରଙ୍କ ନବକଳେବର ଉସôବକୁ ନେଇ ଓଡିଆ ସିନେ ନିର୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡା ନିର୍ମାଣ କରିଥିଲେ ଡକ୍ୟୁମେଂଟାରୀ ଗଡସ୍ ଓନ୍ ପିପଲ୍ ।…
Read More...

ବଦଳିଯାଇଛନ୍ତି ଫରଦିନ୍

ବଲିଉଡର ବିଗତ ଦିନର ସ୍ୱିଟ୍ ଓ ହାଣ୍ଡସମ୍ ହଙ୍କ୍ ଫରଦିନ ଖାନ୍ । ଏବେ ଖୁବ୍ ବଦଳିଯାଇଛନ୍ତି । ଦେଖିଲେ କେହିବି ଚିହ୍ନି ପାରିବେ ନାହିଁ ଫରଦିନଙ୍କୁ । ଫିଲ୍ମ ‘ନୋ ଏଂଟ୍ରି ', ‘ପ୍ୟାର୍ ତୁନେ କ୍ୟା କିୟା’ ଭଳି ହିଟ୍ ଫିଲ୍ମର ନାୟକ ଫରଦିନ୍ ନିଜର ଶେଷ ଫିଲ୍ମ ‘ଦୁଲ୍ହା ମିଲଗୟା ‘ପରେ ପରେ ସିଲଭର…
Read More...

ସାହିଦଙ୍କୁ ଦେଖି ଡରିଯାଇଥିଲେ ତାଙ୍କ ଶ୍ୱଶୁର

ସାହିଦ୍ କପୁର । ବଲିଉଡର ଜଣେ ଲୋକପ୍ରିୟ ଅଭିନେତା । ଫିଲ୍ମର ଚରିତ୍ର ଚିତ୍ରଣରେ ଦେଖାନ୍ତି ଅସଲ ଅଭିନୟ । ଫିଲ୍ମର ଚରିତ୍ର ଅନୁଯାୟୀ ସାହିଦ ନିଜ ଗେଟଅପ୍ ବଦଳାଇବା ଦ୍ୱାରା କିପରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ନିଜର ଫ୍ୟାନ୍ ମାନଙ୍କୁ କହିଛନ୍ତି ସେକଥା । ସେ ଯେତେବେଳେ ଫିଲ୍ମର ଯେଉଁ…
Read More...

ଗୋଟିଏ ଦିନରେ ୫ଟି ଫିଲ୍ମ

ଆଜି ଫିଲ୍ମି ଫ୍ରାଇଡେରେ ବଡ ପରଦାକୁ ଆସୁଛନ୍ତି ବହୁ ପ୍ରତିଯୋଗୀ । ଗୋଟିଏ ଦିନରେ ରିଲିଜ ହେଉଛି ୫ଟି ଫିଲ୍ମ । ତେବେ ବିରପ୍ପନ, ଫୋବିଆ ଓ କେବ୍ରେ ଉପରେ ରହିଛି ସମସ୍ତଙ୍କ ନଜର । କୁଖ୍ୟାତ ଚନ୍ଦନ ତସ୍କର ବିରାପ୍ପନର କାହାଣୀକୁ ନେଇ ତିଆରି ହୋଇଛି ଫିଲ୍ମ ବିରାପ୍ପନ । ଦ୍ୱିତୀୟ ଥର ପାଇଁ…
Read More...

ଦୁଇ ଦିନରେ ୫୫ଲକ୍ଷ

ଭାଇଜାନଙ୍କ ସୁଲତାନର ରେକର୍ଡ । ରିଲିଜ୍ ହେବାର ୨୪ ଘଂଟା ମଧ୍ୟରେ ସୁଲତାନ୍ ଟ୍ରେଲରକୁ ଦେଖିଲେଣି ୫୫ ଲକ୍ଷରୁ ଅଧିକ ଦର୍ଶକ । ୟୁଟ୍ୟୁବରେ ଅପ୍ଲୋଡ୍ ହୋଇଥିବା ଏହି ଭିଡିଓ ଦର୍ଶକଙ୍କୁ କରିଦେଇଛି ଦିବାନା । ଟ୍ରେଲର ରିଲିଜର ମାତ୍ର ୨ ଘଂଟା ମଧ୍ୟରେ ୨ ଲକ୍ଷ ୧୩ ହଜାରରୁ ଅଧିକ ଲୋକ ଏହାକୁ…
Read More...

ରିଲିଜ ହେଲା ଅପକମିଙ୍ଗ୍ ମୁଭି ସୁଲତାନର ଟ୍ରେଲର

ସଲମାନଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର । ରିଲିଜ ହୋଇଛି ଦବଙ୍ଗ ଖାନଙ୍କ ଅପକମିଙ୍ଗ୍ ମୁଭି ସୁଲତାନର ଟ୍ରେଲର । ପୂର୍ବରୁ ସଲମାନ ଓ ଅନୁଷ୍କାଙ୍କୁ ନେଇ ୨ଟି ଟିଜର ରିଲିଜ ହୋଇଥିଲା । ଯାହାକୁ ଦର୍ଶକଙ୍କ ଠାରୁ ଆରମ୍ଭ କରି ସମୀକ୍ଷକ ସମସ୍ତେ ପସନ୍ଦ କରିଛନ୍ତି । ମୁଭିରେ ଉଭୟ ସଲମାନ ଓ ଅନୁଷ୍କା…
Read More...