କନକ ବ୍ୟୁରୋ : ଭୁବନେଶ୍ୱରେ ଷଣ୍ଢ ଆତଙ୍କ । ଷଣ୍ଢ ଆକ୍ରମଣରେ ମହିଳାଙ୍କ ମୂତ୍ୟୁ । ଭୁବନେଶ୍ୱର ନୁଆଗାଁ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ବଢି ଭୋରରୁ ଫୁଲ ତୋଲିବାକୁ ଯାଇଥିବା ଅବନୀ ବରାଳ ନାମକ ମହିଳାଙ୍କୁ ଆକ୍ରମଣ କରିଥିଲା ଷଣ୍ଢ । ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନେବା ପୂର୍ବରୁ ମୂତ୍ୟୁୁ ଘଟିଛି ।
ସେପଟେ ଷଣ୍ଢକୁ କାବୁ କରିଛନ୍ତି ସ୍ଥାନୀୟ ଲୋକେ । ଫୁଳ ତୋଳିବାକୁ ଯାଇଥିବା ବେଳେ ଷଣ୍ଢ ଆକ୍ରମଣ କରିଥିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିବା ବେଳେ ଷଣ୍ଢ ସିଗଂରେ ମହିଳାଙ୍କ ପିନ୍ଧା ଶାଢ଼ୀ ରହିଥିବାର ଦେଖିବାକୁ ମିଳିଛି । କିଛି ଦିନ ଧରି ଷଣ୍ ଟି ପାଗଳ ହୋଇଥିବା ବେଳେ ଅନେକ ଲୋକଙ୍କୁ ଆକ୍ରମଣ କରିଥିବାର ଲୋକେ କହିଛନ୍ତ । ଏଥିନେଇ ଧଉଳି ଥାନାରେ ଏକ ମାମାଲା ରୁଜୁ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/37.jpg)