ଗଣିତ ବଦଳରେ ମିଳିଲା କେମିଷ୍ଟ୍ରି ପ୍ରଶ୍ନପତ୍ର ! ବ୍ରହ୍ମଗିରି ଗଡରୋଡଙ୍ଗ ବିଜେବି କଲେଜରେ ପ୍ଲସ ୨ ପରୀକ୍ଷା ବିଭ୍ରାଟ

33

କନକ ବ୍ୟୁରୋ : ବ୍ରହ୍ମଗିରି ଗଙ୍ଗରୋଡଙ୍ଗ ବିଜେବି କଲେଜରେ ଯୁକ୍ତ ଦୁଇ ପରୀକ୍ଷାରେ ବିଭ୍ରାଟ । ଗଣିତ ବଦଳରେ କେମେଷ୍ଟ୍ରି ପ୍ରଶ୍ନପ୍ରତ୍ର ମିଳିଥିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଜେରକ୍ସ ପ୍ରଶ୍ନରେ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜଣାପଡିଛି । ରାଜ୍ୟର କିଛି କଲେଜରେ ଏଭଳି ପ୍ରଶ୍ନପତ୍ର ବିଭ୍ରାଟ ହୋଇଥିବା ଜଣାପଡିଛି ।