ଇୟରଫୋନ୍ ଲଗାଇ ଶୋଇଥିଲା ୧୬ ବର୍ଷିୟ ବାଳକ, ଅକାଳରେ ଚାଲିଗଲା ଜୀବନ

Advertisment
ଇୟରଫୋନ୍ ଲଗାଇ ଶୋଇଥିଲା ୧୬ ବର୍ଷିୟ ବାଳକ, ଅକାଳରେ ଚାଲିଗଲା ଜୀବନ

https://aajtak.intoday.in

ସ୍ମାର୍ଟଫୋନ୍ ଦ୍ୱାରା ଆଜିକାଲି ଜୀବନ ଅତି ସହଜ ହୋଇଯାଇଛି । ସ୍ମାର୍ଟଫୋନ୍ ଜରିଆରେ ଅନେକ କାମ ଖୁବ୍ ସହଜରେ ହୋଇପାରୁଛି । ମାତ୍ର ଗୋଟିଏ କ୍ଲିକରେ ଫୋନ୍ ରିଚାର୍ଜ ଠାରୁ ଆରମ୍ଭ କରି ଟଙ୍କା ନେଣଦେଣ ହୋଇପାରୁଛି । ଫୋନରେ ପ୍ରାୟ ସବୁକାମ ହୋଇପାରୁଛି । ନା ବ୍ୟାଙ୍କ୍ ଦୌଡ଼ିବାକୁ ପଡ଼ୁଛି ନା ଲାଇନରେ ଛିଡ଼ା ହେବାକୁ ପଡ଼ୁଛି ।

publive-image

ଆଜିକାଲି ସକାଳୁ ଉଠୁଉଠୁ ଲୋକେ କିଛି କରିବା ପୂର୍ବରୁ ମୋବ ାଇଲ ଫୋନ୍ ଚେକ୍ କରୁଛନ୍ତି । କେବଳ ଉଠିବା ସମୟରେ ନୁହେଁ ଶୋଇବା ପୂର୍ବରୁ ମଧ୍ୟ ମୋବାଇଲ ଦେଖି ଦେଖି ହିଁ ନିଦ ଆସୁଛି । ଯଦି ବ୍ୟାଟେରୀ ଜିସଚାର୍ଜ ହୋଉଯାଇଛି, ତେବେ ଫୋନକୁ ଚାର୍ଜିଂରେ ଲଗାଇ ବ୍ୟବହାର କରାଯାଉଛି  । ତେବେ ଏସବୁ କେତେ ଭୟଙ୍କର ସଭିଏଁ ଜାଣିଥିଲେ ହେଁ ସଚେତନ ହେଉନାହାନ୍ତି ।

publive-image

ମାଲେସିଆର ୧୬ ବର୍ଷିୟ ଏକ ବାଳକ ଇୟରଫୋନ୍ ଲଗାଇ ଶୋଇପଡ଼ିଥିଲେ ।  ଟିକିଏ ଅସାବଧନା ଯୋଗୁଁ ଅକାଳରେ ଚାଲିଗଲା ଜୀବନ । ସୂଚନା ଅନୁସାରେ ଫୋନ ଚାର୍ଜିଂରେ ବସାଇ ସମୟରେ ସେ ଇୟରଫୋନକୁ କାନରେ ଲଗାଇଥିଲେ । କଂରେଟ ଲାଗିବା ଯୋଗୁଁ କାନରୁ ରକ୍ତ ବାହାରିଥିଲା ଓ ଜୀବନ ଚାଲିଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe