ପ୍ୟାରିସରେ ଅଭିନେତ୍ରୀ ମଲ୍ଲିକା ଶେରାୱତଙ୍କୁ ଆକ୍ରମଣ

ପ୍ୟାରିସରେ ଅଭିନେତ୍ରୀ ମଲ୍ଲିକା ଶେରାୱତଙ୍କୁ ଆକ୍ରମଣ

ପ୍ୟାରିସରେ ଆକ୍ରମଣର ଶୀକାର ହୋଇଛନ୍ତି ବଲିଉଡ ଅଭିନେତ୍ରୀ ମଲ୍ଲିକା ଶେରାୱତ । ରାତିରେ ୩ ଜଣ ମୁଖା ପିନ୍ଧା ଦୁର୍ବୃତ ମଲ୍ଲିକାଙ୍କ ଆପର୍ଟେମେଣ୍ଟରେ ପଶି ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସେମାନେ ମଲ୍ଲିକା ଓ ତାଙ୍କର ପୁରୁଷ ବନ୍ଧୁଙ୍କୁ ମାଡ ମାରିବା ସହ ତାଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲେ । ଏନେଇ  ମଲ୍ଲିକା ଓ ତାଙ୍କର ଜଣେ ସାଙ୍ଗ ଏମରଜେନ୍ସି ସର୍ଭିସକୁ କଲ କରି ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଏବେ ତଦନ୍ତ ଜାରି ରହିଛି ଏବଂ ଡକାୟତି ଉଦ୍ଦେଶ୍ୟରେ ଏପରି କରାଯାଥିବା ଅନୁମାନ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe