ଅଭିନୟ ପାଇଁ ! ଲଗାତାର ସିଗାରେଟ୍ ଟାଣି ଅସୁସ୍ଥ ହେଲେ ନାୟିକା କୃତି ସେନନ୍

ଅଭିନୟ ପାଇଁ ! ଲଗାତାର ସିଗାରେଟ୍ ଟାଣି ଅସୁସ୍ଥ ହେଲେ ନାୟିକା କୃତି ସେନନ୍

ସିିନେମାରେ ନିଜର ଅଭିନୟକୁ ଜୀବନ୍ତ କରିବା ପାଇଁ କଳାକାରଙ୍କୁ ଅନେକ କିଛି କରିବାକୁ ପଡିଥାଏ । ନିକଟରେ ଏମିତିି କିଛି ଦେଖିବା ପାଇଁ ମିଳଛି ଯେତେବେଳେ ବଲିଉଡ ଅଭିନେତ୍ରୀ କୃତି ଭୂମିକାକୁ ନ୍ୟାୟ ଦେବା ପାଇଁ ଲଗାତାର ସିଗାରେଟ ଟାଣିଥିଲେ । ସବୁଠାରୁ ବଡ କଥା ହେଲା ସେ ପ୍ରକୃତ ଜୀବନରେ କେବେ ସ୍ମୋକିଂ କରନ୍ତି ନାହିଁ ।

କୃତି ଏବେ ତାଙ୍କ ସିନେମା ‘ବରେଲୀ କୀ ବର୍ଫି’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ସିନେମାରେ ତାଙ୍କ ଭୂମିକା ପାଇଁ ତାଙ୍କୁ ସିଗାରେଟ ଟାଣିବା ପାଇଁ ପଡିଲା । ସମସ୍ତେ ଭାବିଥିଲେ ସେ ଏଥିନେଇ ମନା କରିଦେବେ କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରି ସେ ସିଗାରେଟ ଟାଣିବା ପାଇଁ ରାଜି ହୋଇ ଯାଇଥିଲେ । ସିଗାରେଟ ପିିଇବା ଅଭ୍ୟାସ ନଥିଲେ ମଧ୍ୟ କୃତି ସ୍ମୋକ କରିଥିଲେ କିନ୍ତୁ ତା’ପରେ ତାଙ୍କର ଅବସ୍ଥା କିପରି ହୋଇଥିବ ଆପଣ ଅନୁମାନ କରିପାରୁଥିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe