ବିରାଟଙ୍କୁ ହଟ୍ ମାନନ୍ତି ନାହିଁ ଗାର୍ଲଫ୍ରେଣ୍ଡ ଅନୁଷ୍କା

ବିରାଟଙ୍କୁ ହଟ୍ ମାନନ୍ତି ନାହିଁ ଗାର୍ଲଫ୍ରେଣ୍ଡ ଅନୁଷ୍କା

source-google

ଭାରତୀୟ କ୍ରିକେଟର ବିରାଟ କୋହଲି ଏମିତି ଜଣେ କ୍ରିକେଟର ଯାହାଙ୍କ ପାଇଁ ଝିଅମାନେ ପାଗଳ ଏବଂ ତାଙ୍କୁ ସମସ୍ତେ ବହୁତ ହଟ୍ ମଧ୍ୟ ମାନନ୍ତି । କିନ୍ତୁ ବିରାଟଙ୍କ ଗାର୍ଲଫ୍ରେଣ୍ଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବିରାଟଙ୍କୁ ସବୁଠାରୁ ହଟ୍ ମାନନ୍ତି ନାହିଁ ।

ଅନୁଷ୍କା ଶର୍ମା ବିରାଟଙ୍କୁ ନୁହଁ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କୁ ସବୁଠାରୁ ଅଧିକ ହଟ୍ ବୋଲି ମାନନ୍ତି । ଅନୁଷ୍କା ଶର୍ମା ଏମିତି ଜଣେ ଅଭିନେତ୍ରୀ ଯିଏ ବିନା ଦ୍ୱିଧାରେ ରୋକଠୋକ ସବୁକଥା କହିପାରନ୍ତି । କିନ୍ତୁ ଅନୁଷ୍କା ସର୍ବସାଧାରଣରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଚର୍ଚ୍ଚାକୁ ନାପସନ୍ଦ କରନ୍ତି । ଏସବୁ ସତ୍ତ୍ୱେ ବିରାଟ ଓ ଅନୁଷ୍କାଙ୍କ ଯୋଡି ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe