ବାହୁବଲୀଙ୍କ ସହ ଅଭିନୟ କରିବା ପାଇଁ ଇଚ୍ଛା ପ୍ରକାଶ କଲେ ବଲିଉଡର ଚୁଲବୁଲ ଅଭିନେତ୍ରୀ ଆଲିଆ ଭଟ୍ଟ !

ବାହୁବଲୀଙ୍କ ସହ ଅଭିନୟ କରିବା ପାଇଁ ଇଚ୍ଛା ପ୍ରକାଶ କଲେ ବଲିଉଡର ଚୁଲବୁଲ ଅଭିନେତ୍ରୀ ଆଲିଆ ଭଟ୍ଟ !

photo courtesy- google

ବାହୁବଲୀଙ୍କ ସହ ଅଭିନୟ କରିବା ପାଇଁ ଇଚ୍ଛା ପ୍ରକାଶ କଲେ ଭଟ୍ଟ ଗର୍ଲ ଆଲିଆ । ନିକଟରେ ଏକ ସାକ୍ଷାତକାରରେ ଆଲିଆ କହିଛନ୍ତି କି ପ୍ରଭାସ ତାଙ୍କର ପ୍ରିୟ ସାଉଥଷ୍ଟାର ଓ ତାଙ୍କ ସହ ଅଭିନୟ କରିବା ପାଇଁ ସେ ଆଗ୍ରହୀ । ଏହି ସାକ୍ଷାତକାର ପରେ ଆଲିଆ ଟୁଇଟର ପେଜରେ ମଧ୍ୟ ନିଜ ମନକଥା ସେୟାର କରିଛନ୍ତି । ‘ବାହୁବଲୀ ଟୁ’ର ସଫଳତା ପରେ ସାଉଥବୟ ପ୍ରଭାସଙ୍କ ଡିମାଣ୍ଡ ଆକାଶ ଛୁଆଁ ହୋଇଛି । ବିଶେଷ କରି ବଲିଉଡ ନାୟିକା ଏବେ ପ୍ରଭାସଙ୍କ ସହ ଅଭିନୟ କରିବା ପାଇଁ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe