କନକ ବ୍ୟୁରୋ : ବଲାଙ୍ଗୀରରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ବଲାଙ୍ଗୀର ସଦର ଥାନା ବାରପୁରୁଗିଆଠାରେ । ପାରିବାରିକ ସମସ୍ୟାକୁ ନେଇ ବିବାଦ ପରେ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଛି ।
ବଲାଙ୍ଗୀର : ପାରିବାରିକ କଳହକୁ ନେଇ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ
/kanak/media/post_attachments/wp-content/uploads/2017/08/Screen-shot-2017-08-09-at-12.10.57-PM.png)