ତଳ ସ୍ତରରେ ଦୁର୍ନୀତି ବିରୋଧରେ ବିଜେପିର ଆନ୍ଦୋଳନ ! ପିସି ପ୍ରତିବାଦରେ ୭ ଦିନଧରି ବୁଥସ୍ତରରେ ଆନ୍ଦୋଳନ କରିବ ଦଳ

Advertisment
ତଳ ସ୍ତରରେ ଦୁର୍ନୀତି ବିରୋଧରେ ବିଜେପିର ଆନ୍ଦୋଳନ ! ପିସି ପ୍ରତିବାଦରେ ୭ ଦିନଧରି ବୁଥସ୍ତରରେ ଆନ୍ଦୋଳନ କରିବ ଦଳ

କନକ ବ୍ୟୁରୋ : ବିଜେଡିର ପଦଯାତ୍ରାକୁ ଟକ୍କର ଦେବାକୁ ବିଜେପିର ଆନ୍ଦୋଳନ । ରାଜ୍ୟରେ ପିସି କାରବାର ପ୍ରତିବାଦରେ ଆଜିଠାରୁ ବିଜେପି ଆନ୍ଦୋଳନ ଆରମ୍ଭ କରିଛି । ଆଜି ସକାଳେ ଭୁବନେଶ୍ୱରର ବିନ୍ଦୁସାଗରରେ ଜଳ ସତ୍ୟାଗ୍ରହ କରିଛି ବିଜେପି । ଆଗାମୀ ୧୮ ତାରିଖ ପର୍ଯ୍ୟନ୍ତ ବିଜେପି ହକ୍ ଲାଗି ଲଢେଇ କରିବ । ବିଜେଡି ସରକାରର ଅପାରଗତାକୁ ଅସ୍ତ୍ର କରି ରାଜରାସ୍ତାକୁ ଓହ୍ଲାଇଛି ଭାରତୀୟ ଜନତା ପାର୍ଟି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe