ଉତ୍ତରପ୍ରଦେଶରେ ବିଜେପିକୁ ଅଭୂତପୂର୍ବ ସଫଳତା ! ପ୍ରାୟ ୩ ଶହ ଆସନରେ ପଦ୍ମ ଆଗୁଆ

21

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ବିଜେପିକୁ ଅଭୂତପୂର୍ବ ସଫଳତା । ପ୍ରାୟ ୩ଶହ ଆସନରେ ବିଜେପି ଆଗୁଆ । ବହୁ ପଛରେ ପଡ଼ିଲେ ଏସପି-ବିଏସପି । ଉତ୍ତରପ୍ରଦେଶରେ ବିଜେପିର ସଫଳତା ନେଇ ଦଳ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛ । ଲକ୍ଷ୍ନୌ ବିଜେପି କାର୍ୟ୍ୟାଳୟରେ ବିଜେପି ସମର୍ଥକଙ୍କ ଉତ୍ସବ । ହଜାର ହଜାର ସଂଖ୍ୟକ ସମର୍ଥକ ଓ ଦଳୀୟକର୍ମୀ ହୋଲି ଖେଳି ବିଜୟକୁ ପାଳିଛନ୍ତି ।