ବିଜେଡି ଜନସଂପର୍କ ପଦଯାତ୍ରା ସମୟ ବଢିଲା ! ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିବ ପଦଯାତ୍ରା

Advertisment
ବିଜେଡି ଜନସଂପର୍କ ପଦଯାତ୍ରା ସମୟ ବଢିଲା ! ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିବ ପଦଯାତ୍ରା

କନକ ବ୍ୟୁରୋ : ବିଜେଡି ଜନସଂପର୍କ ପଦଯାତ୍ରା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ଅବଧି ବୃଦ୍ଧି ହୋଇଛି । ଅକ୍ଟୋବର ୨ ଗାନ୍ଧିଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜେଡିର ପଦଯାତ୍ରା ଅକ୍ଟୋବର ୧୧ ଜୟପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ ବୋଲି ପୂର୍ବରୁ ନିଷ୍ପତି ହୋଇଥିଲା ତେବେ ବିଭିନ୍ନ କ୍ଷେତ୍ରୀୟ ଅନୁରୋଧ କ୍ରମେ ଜନସଂପର୍କ ପଦଯାତ୍ରାକୁ ୧୦ ଦିନରୁ ଏକମାସ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଷ୍ପତି ନେଇଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe