ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ପୁଲିସକୁ ସଫଳତା ! ବିଜେପି ନେତା କୃଷ୍ଣ ନାୟକଙ୍କ ଓ ତାଙ୍କ ସହଯୋଗୀ ଗିରଫ

Advertisment
ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ପୁଲିସକୁ ସଫଳତା ! ବିଜେପି ନେତା କୃଷ୍ଣ ନାୟକଙ୍କ ଓ ତାଙ୍କ ସହଯୋଗୀ ଗିରଫ

କନକ ବ୍ୟୁରୋ : ଗଂଜାମ ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ୨ଜଣ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କଲା ପୁଲିସ । କୃଷ୍ଣଚନ୍ଦ୍ର ନାୟକ, ଦୁର୍ଯ୍ୟଧନ ରେଡ଼ି ନାମକ ଦୁଇ ଷଡ଼ଯନ୍ତ୍ରକାରୀଙ୍କୁ ଗଂଜାମ ପୋଲିସ ଉତରାଖଣ୍ଡରୁ ଗିରଫ କରିଛି । ପୁର୍ବରୁ ଏହି ମାମଲାରେ ୧୫ ଜଣଙ୍କୁ ଗଂଜାମ ପୋଲିସ ଗିରଫ କରିଥିଲା । ସେପଟେମ୍ବର ୧୬ରେ କାଉନସିଲରଙ୍କୁ ହତ୍ୟା କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe