ଇନଷ୍ଟାଗ୍ରାମରେ ଅଭିନେତା ସ୍ୱାମୀ କରନ ସିଂ ଗ୍ରୋଭରଙ୍କ ସହ ଫଟୋ ଶେୟାର କଲେ ଅଭିନେତ୍ରୀ ବିପାଶା !

77

ଇନଷ୍ଟାଗ୍ରାମରେ ନୂଆ ଫଟୋ ସେୟାର କଲେ ଅଭିନେତ୍ରୀ ବିପାଶା ବସୁ । ଜୀବନସାଥୀ ତଥା ଅଭିନେତା କରନଙ୍କ ସହ ତାଙ୍କର ଏହି ନୂଆ ଫଟୋ ଇନଷ୍ଟାଗ୍ରାମରେ ଦେଖିବାକୁ ମିଳିଛି । ସଲମାନ ଖାନଙ୍କ ମ୍ୟୁଜିକାଲ ଟୁର ‘ଦ-ବ୍ୟାଙ୍ଗ’ରୁ ଫେରିବା ପରେ ମୁମ୍ବାଇରେ ପହଁଚିଛନ୍ତି ବିପାଶା । ଆଉ ମୁମ୍ବାଇ ଫେରିବା ପରେ ନିଜ ଅଭିନେତା ସ୍ୱାମୀଙ୍କ ସହ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।