ଇନଷ୍ଟାଗ୍ରାମରେ ଅଭିନେତା ସ୍ୱାମୀ କରନ ସିଂ ଗ୍ରୋଭରଙ୍କ ସହ ଫଟୋ ଶେୟାର କଲେ ଅଭିନେତ୍ରୀ ବିପାଶା !

54

ଇନଷ୍ଟାଗ୍ରାମରେ ନୂଆ ଫଟୋ ସେୟାର କଲେ ଅଭିନେତ୍ରୀ ବିପାଶା ବସୁ । ଜୀବନସାଥୀ ତଥା ଅଭିନେତା କରନଙ୍କ ସହ ତାଙ୍କର ଏହି ନୂଆ ଫଟୋ ଇନଷ୍ଟାଗ୍ରାମରେ ଦେଖିବାକୁ ମିଳିଛି । ସଲମାନ ଖାନଙ୍କ ମ୍ୟୁଜିକାଲ ଟୁର ‘ଦ-ବ୍ୟାଙ୍ଗ’ରୁ ଫେରିବା ପରେ ମୁମ୍ବାଇରେ ପହଁଚିଛନ୍ତି ବିପାଶା । ଆଉ ମୁମ୍ବାଇ ଫେରିବା ପରେ ନିଜ ଅଭିନେତା ସ୍ୱାମୀଙ୍କ ସହ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.