ହାଇକୋର୍ଟରେ ଆଜି ଅପରାହ୍ନରେ ବିଜେପୁର ନିର୍ବାଚନ ମାମଲାର ଶୁଣାଣି !

Advertisment
ହାଇକୋର୍ଟରେ ଆଜି ଅପରାହ୍ନରେ ବିଜେପୁର ନିର୍ବାଚନ ମାମଲାର ଶୁଣାଣି !

Image Courtesy : https://i1.wp.com

କନକ ବ୍ୟୁରୋ : ବିଜେପୁର ନିର୍ବାଚନ ମାମଲାର ଆଜି ଶୁଣାଣି । ହାଇକୋର୍ଟରେ ଆଜି ଅପରାହ୍ନରେ ବିଜେପୁର ନିର୍ବାଚନ ମାମଲାର ଶୁଣାଣି ହେବ । ଦୁଇ ଦିନ ତଳେ ବିଜେପୁରର ଦିବଂଗତ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପ୍ରମାଣପତ୍ର କୋର୍ଟରେ ଦାଖଲ କରାଯାଇଥିଲା । ନିର୍ବାଚନ ମାମଲା କୋର୍ଟରେ ପରିସମାପ୍ତି ନହେବା ପର୍ଯ୍ୟନ୍ତ ବିଜେପୁରରେ ନିର୍ବାଚନ ହୋଇପାରିବ ନାହିଁ ବୋଲି ଆଇନ ବିଶାରଦମାନେ ମତ ଦେଇଛନ୍ତି । ତେଣୁ ଏହି ମାମଲାରେ ହାଇକୋର୍ଟ କଣ ନିଷ୍ପତି ନେଉଛନ୍ତି ତାକୁ ହିଁ ଅପେକ୍ଷା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe