ଭୁବନେଶ୍ୱରରେ ଶିଶୁ ବଳି ଉଦ୍ୟମ ଅଭିଯୋଗ ! ଡୁମଡୁମା ରଘୁନାଥନଗରରୁ ତାନ୍ତ୍ରିକ ଓ ୬ସହଯୋଗୀ ଅଟକ

ଭୁବନେଶ୍ୱରରେ ଶିଶୁ ବଳି ଉଦ୍ୟମ ଅଭିଯୋଗ ! ଡୁମଡୁମା ରଘୁନାଥନଗରରୁ ତାନ୍ତ୍ରିକ ଓ ୬ସହଯୋଗୀ ଅଟକ

କନକ ବ୍ୟୁରୋ : ରାଜଧାନୀରେ ଶିଶୁ ବଳି ସନ୍ଦେହ । ଭୁବନେଶ୍ୱର ଡୁମଡୁମା ରଘୁନାଥନଗରରେ ଶିଶୁ ବଳି ଉଦ୍ୟମ କରୁଥିବା ବେଳେ ତାନ୍ତ୍ରିକ ସମେତ ୬ ସହଯୋଗୀକୁ ଅଟକ ରଖିଛି ପୁଲିସ । ଏହାସହ ତାନ୍ତ୍ରିକର ଅନ୍ୟାନ୍ୟ ସହଯୋଗୀମାନେ ଫେରାର ହୋଇଯାଇଛନ୍ତି । ପୁଲିସ ଏକ ବୋଲେରୋ ଗାଡି ଜବତ କରିଛି । ରଘୁନାଥନଗରର ଏକ ଘରେ ଚାଲିଥିଲା ତାନ୍ତ୍ରିକ ପୂଜା । ଘରେ ବଡ ବଡ ଗାତ ମଧ୍ୟ ଖୋଳାଯାଇଥିବା ଦେଖିବାକୁ ମିଳିଛି । ଏନେଇ ପ୍ରଥମେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe