କନକ ବ୍ୟୁରୋ : ଭାବନୀପାଟଣାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସଦର ଥାନା ତେନ୍ତୁଳିଖୁଂଟି ଏନ୍ଏଚ ୨୬ରେ ବାଇକକୁ ଧକ୍କା ଦେଇଛି ଟ୍ରକ । ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଟ୍ରକ ତଳେ ଚାପି ହୋଇ ଯିବାର ତାଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି ।
ଭବାନୀପାଟଣା : ତେନ୍ତୁଳିଖୁଂଟି ଏନ୍ଏଚ ୨୬ରେ ବାଇକକୁ ଧକ୍କା ଦେଇଛି ଟ୍ରକ, ଘଟଣାସ୍ଥଳରେ ବାଇକ ଆରୋହୀ
/kanak/media/post_attachments/wp-content/uploads/2017/03/rr.jpg)