କାନସାସ୍ ଗୁଳିକାଣ୍ଡ ନେଇ ଲୋକସଭାରେ କ୍ଷୋଭ ପ୍ରକାଶ କଲେ ଭର୍ତୃହରି ! କହିଲେ, ଉତ୍କଟ ହେଉଛି ଆମରେିକାରେ ବର୍ଣ୍ଣବୈଶମ୍ୟ ଘୃଣା

Advertisment
କାନସାସ୍ ଗୁଳିକାଣ୍ଡ ନେଇ ଲୋକସଭାରେ କ୍ଷୋଭ ପ୍ରକାଶ କଲେ ଭର୍ତୃହରି ! କହିଲେ, ଉତ୍କଟ ହେଉଛି ଆମରେିକାରେ ବର୍ଣ୍ଣବୈଶମ୍ୟ ଘୃଣା

କନକ ବ୍ୟୁରୋ : କାନସାସ୍ ଗୁଳିକାଣ୍ଡ ନେଇ ଲୋକସଭାରେ କ୍ଷୋଭ ପ୍ରକାଶ କରିଛନ୍ତି ଭର୍ତୃହରି ମହତାବ । ଆମରିକାରେ ବର୍ଣ୍ଣବୈଶମ୍ୟ ଘୃଣା ଉତ୍କଟ ହେଉଛି ବୋଲି ଭର୍ତୃହରି କହିଛନ୍ତି । ଏହାସହ  ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ନେଇ ସରକାରଙ୍କୁ ଜବାବ ମାଗିଛନ୍ତି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe