ଭାରତ ମସଲା ପକ୍ଷରୁ ଅନୁଷ୍ଠିତ ହେଲା ୧୮ ତମ ପୂଜ୍ୟପୂଜାର ପରଂପରା ଭାରତ ପ୍ରତିଭା ସମ୍ମାନ-୨୦୧୭ !

Advertisment
ଭାରତ ମସଲା ପକ୍ଷରୁ ଅନୁଷ୍ଠିତ ହେଲା ୧୮ ତମ ପୂଜ୍ୟପୂଜାର ପରଂପରା ଭାରତ ପ୍ରତିଭା ସମ୍ମାନ-୨୦୧୭ !

କନକ ବ୍ୟୁରୋ : ଭାରତ ମସଲା ପକ୍ଷରୁ ଅନୁଷ୍ଠିତ ହୋଇଛି ୧୮ ତମ ପୂଜ୍ୟପୂଜାର ପରଂପରା ଭାରତ ପ୍ରତିଭା ସମ୍ମାନ-୨୦୧୭ । ଏହି ଅବସରରେ ଭାରତ ମସଲା ପକ୍ଷରୁ କଟକରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ୨୪ ବର୍ଷ ତଳେ ଆରମ୍ଭ ହୋଇଥିବା ଭାରତ ମସଲା ଏବେ ଦେଶର କୋଣ ଅନୁକୋଣରେ ପରିଚିତ । ବିଶ୍ୱର ୧୦ଟି ଦେଶରେ ଭାରତ ମସଲା ବ୍ୟବସାୟ ଚଳାଇଥିବା କହିଛନ୍ତି ଏହାର ପ୍ରତିଷ୍ଠାତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe