କନକ ବ୍ୟୁରୋ : ଭୋଜି ଖାଇ ଯିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲେ ବରଯାତ୍ରୀ । ଭଦ୍ରକରୁ ଧାମନଗର ଭୋଜି ଖାଇବାକୁ ଯାଉଥିବା ବେଳେ ଜାତୀୟ ରାଜପଥର ୫ରେ ବାରିକପୁରଠାରେ ଭାରସାମ୍ୟ ହରାଇ ଓଲଟି ପଡିଲା ଗାଡି । ରାସ୍ତା ତଳକୁ ଖସିପଡିଲା ।
ଫଳରେ ଗାଡିରେ ଥିବା ୭ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତର କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-12-08h26m06s202.png)