ଜାଣନ୍ତୁ ସୋୟାବିନ ଖାଇଲେ କ’ଣ ଲାଭ ମିଳେ ?

95

ସୋୟାବିନରେ ଅନେକ ପୋଷକ ତତ୍ତ୍ୱ ଥାଏ । ଏଥିରେ ପ୍ରୋଟିନର ମାତ୍ରା ଅଧିକ ମାତ୍ରାରେ ଥାଏ । ଏହାହସ କ୍ୟାଲସିୟମ ଓ ଫାଇଭର ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ମହୁଜୁଦ ଥାଏ । ସୋୟା ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ । ସୋୟାବିନରୁ ଫେରିଟିନ ଆଇରନ ତିଆରି ହୋଇଥାଏ ଯାହା କେଶ ବଡିିବା ପାଇଁ ବହୁତ ଜରୁରୀ ।

ସୋୟାବିନରେ ଏକ ଖାସ ଆମିନୋ ଲାଇଜିନ ମିଳେ, ଯାହା ଶରୀରରେ ସବୁ ପ୍ରକାର ପ୍ରୋଟିନ ପାଇଁ ବିଲଡିଂ ବ୍ଲକ ତିଆରି କରିଥାଏ । ଯଦି ଆପଣ ଓଜନ ବୃଦ୍ଧି କରିବାପାଇଁ ଚାହୁଛନ୍ତି ତେବେ ପ୍ରତିଦିନ ୧୫-୨୦ ଟି ସୋୟାବିନ ୩ ମାସ ପର୍ୟ୍ୟନ୍ତ ଖାଆନ୍ତୁ । ଏପରି କରିବା ଦ୍ୱାରା ଖୁବ ଶୀଘ୍ର ଆପଣଙ୍କ ଓଜନ ବୃଦ୍ଦି ପାଇବ । ସୋୟାବିନରେ ଶରୀରର ବିକାଶ କରୁଥିବା ପ୍ରୋଟିନ ଏବଂ ପ୍ରାକୃତିକ ପଦାର୍ଥ ଭରପୁର ଥାଏ ।