ସୋୟାବିନରେ ଅନେକ ପୋଷକ ତତ୍ତ୍ୱ ଥାଏ । ଏଥିରେ ପ୍ରୋଟିନର ମାତ୍ରା ଅଧିକ ମାତ୍ରାରେ ଥାଏ । ଏହାହସ କ୍ୟାଲସିୟମ ଓ ଫାଇଭର ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ମହୁଜୁଦ ଥାଏ । ସୋୟା ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ । ସୋୟାବିନରୁ ଫେରିଟିନ ଆଇରନ ତିଆରି ହୋଇଥାଏ ଯାହା କେଶ ବଡିିବା ପାଇଁ ବହୁତ ଜରୁରୀ ।
ସୋୟାବିନରେ ଏକ ଖାସ ଆମିନୋ ଲାଇଜିନ ମିଳେ, ଯାହା ଶରୀରରେ ସବୁ ପ୍ରକାର ପ୍ରୋଟିନ ପାଇଁ ବିଲଡିଂ ବ୍ଲକ ତିଆରି କରିଥାଏ । ଯଦି ଆପଣ ଓଜନ ବୃଦ୍ଧି କରିବାପାଇଁ ଚାହୁଛନ୍ତି ତେବେ ପ୍ରତିଦିନ ୧୫-୨୦ ଟି ସୋୟାବିନ ୩ ମାସ ପର୍ୟ୍ୟନ୍ତ ଖାଆନ୍ତୁ । ଏପରି କରିବା ଦ୍ୱାରା ଖୁବ ଶୀଘ୍ର ଆପଣଙ୍କ ଓଜନ ବୃଦ୍ଦି ପାଇବ । ସୋୟାବିନରେ ଶରୀରର ବିକାଶ କରୁଥିବା ପ୍ରୋଟିନ ଏବଂ ପ୍ରାକୃତିକ ପଦାର୍ଥ ଭରପୁର ଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/soya-protein-chunks-1.jpg)