କନକ ବ୍ୟୁରୋ : କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ରାକିଂ ଗାଁରୁ ମିଳିଛି ଶିଶୁର କଟା ମୁଣ୍ଡ । ଯାହାକୁ ନେଇ ସାଧାରଣ ଅଂଚଳରେ ଆଲୋଡନ ସୃଷ୍ଟି ହୋଇଛି । ଆଜି ସକାଳୁ ଗାଁର ଜଣକ ବାରଣ୍ଡାରେ ଏହି କଟାମୁଣ୍ଡ ପଡିଥିବା ଦେଖିବାକୁ ମିଳିଥିଲା । ନିକଟସ୍ଥ ମେଡିକାଲରୁ କୁକର ଏହି କଟାମୁଣ୍ଡ ଆଣି ପକାଇଥିବା ସନ୍ଦେହ କରାଯାଉଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us