କନକ ବ୍ୟୁରୋ : କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ରାକିଂ ଗାଁରୁ ମିଳିଛି ଶିଶୁର କଟା ମୁଣ୍ଡ । ଯାହାକୁ ନେଇ ସାଧାରଣ ଅଂଚଳରେ ଆଲୋଡନ ସୃଷ୍ଟି ହୋଇଛି । ଆଜି ସକାଳୁ ଗାଁର ଜଣକ ବାରଣ୍ଡାରେ ଏହି କଟାମୁଣ୍ଡ ପଡିଥିବା ଦେଖିବାକୁ ମିଳିଥିଲା । ନିକଟସ୍ଥ ମେଡିକାଲରୁ କୁକର ଏହି କଟାମୁଣ୍ଡ ଆଣି ପକାଇଥିବା ସନ୍ଦେହ କରାଯାଉଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝର : ଟାଉନ ଥାନା ଅନ୍ତର୍ଗତ ରାକିଂ ଗାଁରୁ ମିଳିଲା ଶିଶୁର କଟାମୁଣ୍ଡ, ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ
/kanak/media/post_attachments/wp-content/uploads/2017/03/vlcsnap-2017-03-14-12h50m48s786.png)