କନକ ବ୍ୟୁରୋ : ବାରିପଦା ରାସଗୋବିନ୍ଦପୁର ଥାନା ମୂଷାମାରି ଛକ ନିକଟରେ ମଦ ଭାଟି ଉଚ୍ଚେଦ ବେଳେ ଧସ୍ତାଧସ୍ତି । ସରକାରୀ ବିଦେଶୀ ମଦଭାଟିକୁ ଉଚ୍ଛେଦ ଓ ବନ୍ଦ ଦାବି କରି ଶତାଧିକ ମହିଳା ଆନ୍ଦୋଳନ କରିଥିଲେ । ଆନ୍ଦୋଳନକାରୀ ମହିଳା ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଆନ୍ଦୋଳନକାରୀଙ୍କ ଢେଲାମାଡରେ ବେତନଟି ଏସଡିପିଓଙ୍କ ମୁଣ୍ଡ ଫାଟିବା ସହ ୭ ଜଣ ପୁଲିସ ଆହତ ହୋଇଛନ୍ତି ।
ବାରିପଦା : ରାସଗୋବିନ୍ଦପୁର ଥାନା ମୂଷାମାରି ଛକ ନିକଟରେ ମଦ ଭାଟି ଉଚ୍ଛେଦ ବେଳେ ଧସ୍ତାଧସ୍ତି
/kanak/media/post_attachments/wp-content/uploads/2017/10/Screen-shot-2017-10-23-at-2.10.28-PM.png)