ବଣଭୋଜି ପାଲଟିଲା ଶେଷ ଯାତ୍ରା: ପିକନିକ କରି ଫେରିବା ବେଳେ ଗଛରେ ପିଟିହେଲା କାର୍,୩ ମୃତ ଓ ୨ଗୁରୁତର

Advertisment
ବଣଭୋଜି ପାଲଟିଲା ଶେଷ ଯାତ୍ରା: ପିକନିକ କରି ଫେରିବା ବେଳେ ଗଛରେ ପିଟିହେଲା କାର୍,୩ ମୃତ ଓ ୨ଗୁରୁତର

କନକ ବ୍ୟୁରୋ : ନୃସିଂହନାଥକୁ ବଣଭୋଜି କରିବାକୁ ଆସିଥିବା ଭୁବନେଶ୍ୱରର କେତେକ ଯୁବକ ଭୋଜି ସାରି ଫେରୁଥିବାବେଳେ ସେମାନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏମାନଙ୍କ କାରଟି ପଦ୍ମପୁର-ବିଜେପୁର ରାସ୍ତାର ଦୁଗବାହାଲ ନିକଟରେ ଏକ ଗଛରେ ପିଟି ହୋଇଯିବାରୁ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକମାନେ ହେଉଛନ୍ତି ଭୁବନେଶ୍ୱରର ବଳରାମ ସେଠୀ, ମହେନ୍ଦ୍ର ଖଟୁଆ,ଓ ଅନନ୍ତ ବେହେରା । ସେହିପରି ଆହତ ବ୍ୟକ୍ତିମାନେ ହେଲେ ଅଭିଜିତ ଦାସ ଓ ମଇନା । ଏହି ବ୍ୟକ୍ତିମାନେ କଟକ ଓ ଭୁବନେଶ୍ୱର ଅଂଚଳର ବୋଲି ଜଣାପଡିଛି ।

ଦେଖନ୍ତୁ ଏହି ଭିଡିଓ :

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe