‘ବାହୁବଲୀ ୨’ର ଅଭୂତପୂର୍ବ ସଫଳତା ! ସିନେମା ଦେଖିବା ପାଇଁ ଉଡାଜାହାଜରେ ଆସିଲେ ୪୦ ବାଙ୍ଗଲାଦେଶୀ ପ୍ରଶଂସକ

‘ବାହୁବଲୀ ୨’ର ଅଭୂତପୂର୍ବ ସଫଳତା ! ସିନେମା ଦେଖିବା ପାଇଁ ଉଡାଜାହାଜରେ ଆସିଲେ ୪୦ ବାଙ୍ଗଲାଦେଶୀ ପ୍ରଶଂସକ

photo courtesy-http://data1.ibtimes.co.in

‘ବାହୁବଲୀ ୨’ ପାଇଁ ଦର୍ଶକ ପାଗଳ ପ୍ରାୟ । ମଙ୍ଗଳବାର ଦିନ ‘ବାହୁବଲୀ ୨’ ଦେଖିବା ପାଇଁ ପାଖାପାଖିି ୪୦ ବାଙ୍ଗଲାଦେଶୀ ପ୍ରଶଂସକ ଉଡାଜାହାଜରେ କୋଲକାତା ପହଞ୍ଚିଛନ୍ତି । କୌଣସି ସିନେମା ପାଇଁ ଏପରି ପାଗଳାମୀ ପ୍ରଥମ ଥର ପାଇଁ ଦେଖିବା ପାଇଁ ମଳିଛି ।

ଏଇଠି କହିରଖୁଛୁ ଗତ ଶୁକ୍ରବାର ରିଲିଜ ହୋଇଥିବା ଏହି ସିନେମା ବକ୍ସ ଅଫିସର ସବୁ ରେକର୍ଡ ଭାଙ୍ଗି ସାରିଛି । ଏହି ବାଙ୍ଗଲାଦେଶୀ ପ୍ରଶଂସକଙ୍କ କହିବା ଅନୁସାରେ ଆମେ ପୁରା ୨ ବର୍ଷ ଏହି ସିନେମାକୁ ଦେଖିବା ପାଇଁ ଅପେକ୍ଷା କରିଛୁ । ତେଣୁ ସେମାନେ ସକାଳେ ଫ୍ଲାଇଟରେ ଆସିଥିଲେ ଯେପରି ସନ୍ଧ୍ୟାରେ କୋଲକାତା ପହଞ୍ଚି ସନ୍ଧ୍ୟାର ସୋ’ ଦେଖିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe