ରାଗ ଶୁଝାଇଲେ ମହିଳା ! ସବୁ ଦିନ ମାଡ଼ ମାରୁଥିବା ସ୍ୱାମୀକୁ ପାନେ ଚଖାଇଲେ

ରାଗ ଶୁଝାଇଲେ ମହିଳା ! ସବୁ ଦିନ ମାଡ଼ ମାରୁଥିବା ସ୍ୱାମୀକୁ ପାନେ ଚଖାଇଲେ

IMAGE COURTESY-https://www.entertales.com

କନକ ବ୍ୟୁରୋ : ସ୍ୱାମୀର ମାଡରେ ସ୍ତ୍ରୀ ଆହତ । ଏହା ପରେ ସଂପୃକ୍ତ ମହିଳାଙ୍କ ସ୍ୱାମୀକୁ ପେଟେଂଟ ମେଡିସିନ ଦେଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ଘଟଣା ଘଟିଛି ସୋର ଥାନା ସାଜନପୁର ପଂଚାୟତ ଅଙ୍କ ବରହ୍ମପୁର ଗାଁରେ । ଗାଁର ସୁରେନ୍ଦ୍ର ମହାପାତ୍ର ତାଙ୍କ ସ୍ତ୍ରୀଙ୍କୁ ପ୍ରତ୍ୟେକ ଦିନ ମାଡ ମାରୁଥିଲେ । ଏହା ଜାଣିବା ପରେ ନିକଟରେ ଥିବା ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନେ ତାଙ୍କୁ ଉଦ୍ଧାର କରିଥିଲେ । ପରେ ଗ୍ରୁପର ସଦସ୍ୟମାନଙ୍କ ସହାୟତାରେ ସଂପୃକ୍ତ ମହିଳା ସୁରେନ୍ଦ୍ରଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ । ପରେ ସୁରେନ୍ଦ୍ରଙ୍କୁ ଥାନାରେ ଜିମା ଦିଆଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe