ବାଲେଶ୍ୱର : ବଣପାରିଆ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ହଡପ ଅଭିଯୋଗ, ଶିକ୍ଷୟତ୍ରିୀଙ୍କ ମୁହଁରେ କଳା ବୋଳିଲେ ଗ୍ରାମବାସୀ

Advertisment
ବାଲେଶ୍ୱର : ବଣପାରିଆ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ହଡପ ଅଭିଯୋଗ, ଶିକ୍ଷୟତ୍ରିୀଙ୍କ ମୁହଁରେ କଳା ବୋଳିଲେ ଗ୍ରାମବାସୀ

କନକ ବ୍ୟୁରୋ : ମଧ୍ୟାହ୍ନ ଭୋଜନ ହଡପ ଅଭିଯୋଗରେ ଶିକ୍ଷୟତ୍ରିୀଙ୍କ ମୁହଁରେ କଳା ବୋଳିଲେ ଗ୍ରାମବାସୀ । ବାଲେଶ୍ୱର କୁରୁଡାରେ ଥିବା ବଣପାରିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଲତା ଚୌଧୁରୀକୁ ଦୀର୍ଘଦିନ ଧରି ମଧ୍ୟାହ୍ନ ଭୋଜନ ବାବଦ ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ ହୋଇଥିଲା । ଫଳରେ ଉତ୍ୟକ୍ତ ଗାଁ ଲୋକେ ଏକାଠି ହୋଇ ଶିକ୍ଷୟତ୍ରୀଙ୍କୁ ମାଡ ମାରିବା ସହ ମୁହଁରେ କଳା ବୋଳି ଗାଁରେ ବୁଲାଇଥିଲେ । ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରିବା ସହ ଅଟକ ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe