ପରଦାକୁ ଆସିଲା ସିନେମା "ବଦ୍ରୀନାଥ କୀ ଦୁହ୍ଲନିଆ'ର ଟିଜର

ପରଦାକୁ ଆସିଲା ସିନେମା "ବଦ୍ରୀନାଥ କୀ ଦୁହ୍ଲନିଆ'ର ଟିଜର

ବରୁଣ ଧାୱନ ଓ ଆଲିୟା ଭଟ୍ଟଙ୍କୁ ନେଇ ନିର୍ମାଣ ଚାଲିଥିବା ସିନେମା "ବଦ୍ରୀନାଥ କୀ ଦୁହ୍ଲନିଆ'ର ଟିଜର ରିଲିଜ ହୋଇଛି । ଏଥିରେ ବରୁଣଙ୍କ ଫଟୋ ପୋଜ ଦେବାର ଦୃଶ୍ୟ ଦେଖିବାକୁ ମିଳିଛି । ଫଟୋଗ୍ରାଫରର ମନ ମୁତାବକ ଫଟୋ ପୋଜ ଦେବାକୁ ବରୁଣଙ୍କୁ ରାଜି କରାଉଥିବା ଦୃଶ୍ୟ ଏହି ଟିଜରରେ ଦେଖିବାକୁ ମିଳିଛି । ଆଶ୍ଚର୍ଯ୍ୟର କଥା ଏହି ଟିଜର ବହୁତ କମ ସମୟ ମଧ୍ୟରେ ଲକ୍ଷାଧିକ ଲୋକ ଦେଖି ସାରିଛନ୍ତି ।

ଦେଖନ୍ତୁ ଏହି ଭିଡିଓ : 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe