ଗଣତନ୍ତ୍ର ଦିବସ ଉପଲକ୍ଷେ ‘ବାହୁବଲୀ-ଦ କନକ୍ଲୁଜନ’ର ନୂଆ ପୋଷ୍ଟର ରିଲିଜ । ବହୁପ୍ରତିକ୍ଷୀତ ‘ବାହୁବଲୀ-ଦ କନକ୍ଲୁଜନ’ର ନୂଆ ପୋଷ୍ଟର ରିଲିଜ କରା ଯାଇଛି । ଏଇ ପୋଷ୍ଟରରେ ବାହୁବଲୀ ଦେବସେନାଙ୍କ ସହ ଧନୁ-ତୀର ଧରି ପୋଜ ଦେଇଥିବାର ଦେଖାଯାଇଛି । ଏଇ ସିନେମାର ନିର୍ଦ୍ଦେଶକ ଏସଏସ ରାଜମୌଲି ଟ୍ୱିଟର ଜରିଆରେ ପୋଷ୍ଟରକୁ ଶେୟାର କରିଛନ୍ତି । ଏଇ ସିନେମା ଆସନ୍ତା ୨୮ ଏପ୍ରିଲ ୨୦୧୭ରେ ରିଲିଜ ହେବ ବୋଲି ଜଣାପଡିଛି।
ରିଲିଜ୍ ହେଲା ‘ବାହୁବଲୀ-ଦ କନକ୍ଲୁଜନ’ର ନୂତନ ପୋଷ୍ଟର
/kanak/media/post_attachments/wp-content/uploads/2017/01/32.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)