ସାମ୍ନାକୁ ଆସିଲା ବହୁ ପ୍ରତୀକ୍ଷିତ ସିନେମା "ବାହୁବଲି- ଦ କନକ୍ଲୁଜନ'ର ଟିଜର । ରିଲିଜ୍ ହୋଇଛି ୧୨ ସେକେଣ୍ଡର ଭିଡିଓ । ଏଥିରେ ସିନେମାର ମୁଖ୍ୟ ନାୟକ ପ୍ରଭାସଙ୍କୁ ଦେଖିବାକୁ ମିଳିଛି । ଆସନ୍ତା ଗୁରୁବାର ୪ ଟି ଭାଷାରେ ସିନେମାର ଟ୍ରେଲର ରିଲିଜ୍ ହେବ । ଆସନ୍ତା ଏପ୍ରିଲ ୨୮ ତାରିଖରେ ରିଲିଜ୍ ହେବ ସିନେମା ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us