ସାମ୍ନାକୁ ଆସିଲା ବହୁ ପ୍ରତୀକ୍ଷିତ ସିନେମା "ବାହୁବଲି- ଦ କନକ୍ଲୁଜନ'ର ଟିଜର । ରିଲିଜ୍ ହୋଇଛି ୧୨ ସେକେଣ୍ଡର ଭିଡିଓ । ଏଥିରେ ସିନେମାର ମୁଖ୍ୟ ନାୟକ ପ୍ରଭାସଙ୍କୁ ଦେଖିବାକୁ ମିଳିଛି । ଆସନ୍ତା ଗୁରୁବାର ୪ ଟି ଭାଷାରେ ସିନେମାର ଟ୍ରେଲର ରିଲିଜ୍ ହେବ । ଆସନ୍ତା ଏପ୍ରିଲ ୨୮ ତାରିଖରେ ରିଲିଜ୍ ହେବ ସିନେମା ।
ସାମ୍ନାକୁ ଆସିଲା ବହୁ ପ୍ରତୀକ୍ଷିତ ସିନେମା "ବାହୁବଲି- ଦ କନକ୍ଲୁଜନ'ର ଟିଜର !
/kanak/media/post_attachments/wp-content/uploads/2017/03/û.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)