Advertisment

Sunil Bhuyan

ବାଚସ୍ପତି ଓମ୍ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଲେ ରାହୁଲ ଗାନ୍ଧୀ । କହିଲେ, ଆଶା ଅଛି ଗୃହରେ ଆମ ଦାବି ଉଠାଇବାକୁ ସୁଯୋଗ ଦେବେ ।

ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍ ବିର୍ଲା । ପ୍ରଧାନମନ୍ତ୍ରୀ କହିଲେ, ଆଗାମୀ ୫ ବର୍ଷ ଆପଣ ଆମର ମାର୍ଗଦର୍ଶନ କରିବେ ।

ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍ ବିର୍ଲା । ବାଚନିକ ଭୋଟରେ  ଇଣ୍ଡିଆ ମେଣ୍ଟର କେ ସୁରେଶଙ୍କୁ ପରାଜିତ କଲେ ଓମ୍ ବିର୍ଲା ।

ରୟାଲ କଲେଜ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି, ଭୁବନେଶ୍ଵର ତରଫରୁ କୃତି ଛାତ୍ରଛାତ୍ରୀମାନଙ୍କୁ ପଚାଶ ହଜାର ଟଙ୍କା ପୁରସ୍କାର ରାଶି ସହିତ ସମ୍ବର୍ଦ୍ଧନା

ଜଳସେଚନ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ବନ୍ୟା ନିୟନ୍ତ୍ରଣ ପାଇଁ ସଜାଗ ରହିବା ସହ ଜଳସମ୍ପଦ ବିଭାଗର ବିଳମ୍ବିତ ପ୍ରକଳ୍ପକୁ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ।

ତାତିରୁ ମିଳିଲା ଆଶ୍ୱସ୍ତି । ପାଣିପାଗ ବିଭାଗର ଆକଳନ, ଆଗାମୀ ୫ ଦିନ ଘଡଘଡି ସହ ହୋଇପାରେ ବର୍ଷା ।

ଆକ୍ସନମୋଡରେ ଶିଳ୍ପମନ୍ତ୍ରୀ । ଇଡକୋକୁ କଲେ ରିପୋର୍ଟ ତଲବ, ରାଜ୍ୟରେ ଶିଳ୍ପକ୍ଷେତ୍ରର ଷ୍ଟାଟସକୁ ନେଇ ମାଗିଲେ ଟିକିନିକି ତଥ୍ୟ ।

ଲୋକସଭାରେ କମ ଆସନରେ ଲଢିଥିଲୁ, କିନ୍ତୁ ବିଧାନସଭା ନିର୍ବାଚନରେ... । ଆସନ ଭାଗବଣ୍ଟା ପୂର୍ବରୁ ଶରଦ ପାୱାର ଦେଲେ ବଡ ସଂକେତ ।

ସାନ୍ତାଳୀ ଭାଷାରେ ଶପଥ ନେବେ ମୟୂରଭଞ୍ଜ ସାଂସଦ । ନବଚରଣ ମାଝୀ କହିଲେ, ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ କରିବି ଆଲୋଚନା ।

ଗୋଷ୍ଠି ସଦସ୍ୟ ତଥା କର୍ମଚାରୀ ମାନଙ୍କ ସହିତ ବେଦାନ୍ତ ଆଲୁମିନିୟମର ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ଗୋଷ୍ଠି ସଦସ୍ୟ ତଥା କର୍ମଚାରୀ ମାନଙ୍କ ସହିତ ବେଦାନ୍ତ ଆଲୁମିନିୟମର ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

Advertisment
ସବସ୍କ୍ରାଇବ କରନ୍ତୁ