Advertisment

Kanak News Bureau

ଆସନ୍ତାକାଲି ବାତ୍ୟାର ରୂପ ନେବ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ । ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ ଆଜି ।

ସମ୍ଭାବ୍ୟ ବାତ୍ୟା ଅପଡେଟ୍: ୯ ତାରିଖରୁ ସମୁଦ୍ର ରହିବ ଅଶାନ୍ତ । ଆସନ୍ତାକାଲିଠାରୁ ପବନର ବେଗ ବଢ଼ିବା ପୂର୍ବାନୁମାନ ।

ଚୀନରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏସୀୟ କ୍ରୀଡ଼ା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ।

ରାୟଗଡାରେ ଅଭାବନୀୟ ଘଟଣା । କୀଟନାଶକ ପିଇ ଜୀବନ ହାରିଲେ ମା’ ପୁଅ ।

ପୁଣି ବଢିଲା ଘରୋଇ ଏଲପିଜି ଦର । ଜାଣନ୍ତୁ ଭୁବନେଶ୍ୱର ସହ କେଉଁଠି କେତେ ଛୁଇଁଲା ?

ଫର୍ମ ପୂରଣ କରି ମାଟ୍ରିକ ପରୀକ୍ଷା ନଦେବା ପ୍ରସଙ୍ଗରେ ଗଣଶିକ୍ଷା ବିଭାଗର ଖୋଳତାଡ଼ । ମାଧ୍ୟମିକ ଶିକ୍ଷା ପରିଷଦର ରିପୋର୍ଟ ତଲବ ।

ଇନ୍ଦୌରରେ ତିନି ମହଲାରେ ଭୟାବହ ଅଗ୍ନିକାଣ୍ଡ । ୭ଜୀବନ୍ତ ଦଗ୍ଧ, ୮ ଗୁରୁତର

ରାଜଧାନୀରେ ମଦ ପିଇ ଗାଡି ଚଲାଉଥିଲେ ସାବଧାନ ! ରାତିଅଧିଆ ଧରପଗଡ କରୁଛି କମିସନରେଟ ପୁଲିସ, ଧରାପଡିଲେ ମଦୁଆ ଡ୍ରାଇଭରଙ୍କୁ ସିଧା ଜେଲ ।

ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ପାଇଁ ଭୁବନେଶ୍ୱରର ଚାଲିଛି ମହିଳା ବ୍ୟବସାୟୀ ମେଳା । ମହିଳାଙ୍କ ଶିକ୍ଷା, ପରିଚାଳନା ଦକ୍ଷତାକୁ ନେଇ ଆଲୋଚନା ।

ସାମ୍ନାକୁ ଆସିଲା ଯୁବ ବ୍ୟବସାୟୀଙ୍କ ଆତ୍ମହତ୍ୟା ପୂର୍ବର ଭିଡିଓ । ପତ୍ନୀ ଯୌତୁକ ନିର୍ଯାତନା ମାମଲା ଦାୟର କରିବା ପରେ ହରାଇଲେ ମାନସିକ ଭାରସ୍ୟାମ ।

ତାରା ବାହିନୀପତିଙ୍କୁ ଟାର୍ଗେଟ କଲେ ଡାବୁଗାଁ ବିଧାୟକ । କହିଲେ ତାରା ଭାଲୁ ହେଲେ ମନୋହର ରନ୍ଧାରୀ ବାଘ ।

ତାରା ବାହିନୀପତିଙ୍କୁ ଟାର୍ଗେଟ କଲେ ଡାବୁଗାଁ ବିଧାୟକ । କହିଲେ ତାରା ଭାଲୁ ହେଲେ ମନୋହର ରନ୍ଧାରୀ ବାଘ ।

Advertisment
ସବସ୍କ୍ରାଇବ କରନ୍ତୁ