Advertisment

Anupama Rout

ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ବିଜେପି ବିଧାୟକ ଓ ସାଂସଦ । ମୋଦୀ, ଶାହଙ୍କୁ ଭେଟି ରାଜ୍ୟ ରାଜନୀତି ବାବଦରେ କରିବେ ଆଲୋଚନା ।

ସମ୍ବଲପୁର ରେଡ୍ ଘଟଣାରେ ମୁମ୍ବାଇ ଲିଙ୍କ । ଏବିଡି କମ୍ପାନୀରୁ କମ୍ପୋଜିସନ ଆସି ଓଡ଼ିଶାରେ ହେଉଥିଲା ବଟଲିଂ । ଆୟକର ବିଭାଗର ଯାଞ୍ଚ ।

ଜବତ ସ୍କୁଟିରେ ବୁଲୁଛନ୍ତି ଥାନା ବାବୁ । ଗଞ୍ଜେଇ ଚାଲାଣ ବେଳେ ଜବତ ହୋଇଥିଲା ସ୍କୁଟି ।

ଜେଲରେ କାଶ୍ମୀରର ମୋଷ୍ଟ ୱାଣ୍ଟେଡ ସୟିଦ ଇସାନ ବୁଖାରି । ଓଡ଼ିଶାରେ ୫ ବର୍ଷ ଧରି ଲୁଚିଥିଲା ସନ୍ଦିଗ୍ଧ କାଶ୍ମୀର ଆତଙ୍କବାଦୀ । ଆରମ୍ଭ ହେଲା ତନାଘନା ।

ଉଦଯାପିତ ହେଲା ‘ୱିଂଟର ଫେଷ୍ଟ୍’ । କୁନି ପ୍ରତିଭାଙ୍କୁ ପୁରସ୍କୃତ କଲେ ପୁର୍ବତନ ହକି ଅଧିନାୟକ ଦିଲ୍ଲୀପ ତିର୍କୀ ।

ଆଜିଠୁ ପ୍ରଥମ ଦିନିକିଆ । ଜୋହନ୍ସବର୍ଗରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ସିରିଜର ପ୍ରଥମ ମ୍ୟାଚ । ରାହୁଲଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

ଜଙ୍ଗଲକୁ ଡାକିନେଲେ , ତାପରେ କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା କଲେ ଉଗ୍ରବାଦୀ ।

ପୁରୀ ସାକ୍ଷୀଗୋପଳ ମନ୍ଦିରରୁ ଲୁଟ୍ । ଦାନ ବାକ୍ସ ସମେତ ୨୫ ଲକ୍ଷ ଟଙ୍କାର ସୁନା ରୁପା ଅଳଙ୍କାର ଲୁଟିନେଲେ ଚୋର । ସିସିଟିଭି ମନିଟର ବି ଗାଏବ ।   

ବଡ଼ ଆତଙ୍କୀ ଷଡ଼ଯନ୍ତ୍ରରୁ ବର୍ତ୍ତିଲା ଜମ୍ମୁ-କାଶ୍ମୀରର ଅଖନୁର । ବୋମା ନିଷ୍କ୍ରିୟ କଲେ ଡିଫ୍ୟୁଜନ୍ ଟିମ୍ ।

ଖସୁଛି ପାରଦ, ବଢ଼ୁଛି ଶୀତ । ରାଜ୍ୟରେ ୬ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ । ସୁନ୍ଦରଗଡ଼ କୋରେଇରେ ସର୍ବନିମ୍ନ ତାପମାତ୍ରା ।

ସବସ୍କ୍ରାଇବ କରନ୍ତୁ