0
Bookmarks
Profile
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ମନୋରଞ୍ଜନ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
ତାଜା ଖବର
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ମନୋରଞ୍ଜନ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
Authors
Powered by :
Advertisment
Anupama Rout
ନ୍ୟୁଜ୍
ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠୁ ପ୍ରଥମ ଟେଷ୍ଟ । ଅପରାହ୍ନ ସାଢେ ୧ରୁ ସୁପରସ୍ପୋର୍ଟ୍ସ ପାର୍କରେ ଖେଳାଯିବ ମ୍ୟାଚ୍ ।
By
Anupama Rout
Dec 26, 2023
08:43
IST
ନ୍ୟୁଜ୍
ଜାନୁଆରୀ ୧୫ରୁ ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଅମ୍ବାପାଲି ବୃନ୍ଦାବନ ପଡ଼ିଆରେ ସ୍ଥାପନ କରାଗଲା ଶୁଭସ୍ତମ୍ଭ । କଳାକାରଙ୍କୁ କରାଗଲା ବରଣ ।
By
Anupama Rout
Dec 26, 2023
08:40
IST
ନ୍ୟୁଜ୍
ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ବାଟାଲିଅନ୍ । ପୁରୀ ଏସପିଙ୍କ ଅଧିନରେ କାମ କରିବେ ୧୧୯୦ଜଣ ସୁରକ୍ଷାକର୍ମୀ ।
By
Anupama Rout
Dec 26, 2023
08:36
IST
ନ୍ୟୁଜ୍
୩ ଅପରାଧିକ ବିଲ୍ ଉପରେ ବାଜିଲା ରାଷ୍ଟ୍ରପତିଙ୍କ ମୋହର । ଆଇନରେ ପରିଣତ ହେଲା ଭାରତୀୟ ନ୍ୟାୟ ସଂହିତା ସହ ଦୁଇ ଗୁରୁତ୍ୱପୂର୍ଣ୍ଣ ବିଲ୍ ।
By
Anupama Rout
Dec 26, 2023
08:11
IST
ନ୍ୟୁଜ୍
ଚିନ୍ତା ବଢାଉଛି କୋରୋନାର ନୂଆ ରୂପ ‘ଜେଏନ.୧’ । ୨୪ ଘଣ୍ଟାରେ ୬୨୮ ନୂଆ ସଂକ୍ରମଣ ଚିହ୍ନଟ, ୩ ଆକ୍ରାନ୍ତଙ୍କ ମୃତ୍ୟ ।
By
Anupama Rout
Dec 26, 2023
07:47
IST
ନ୍ୟୁଜ୍
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ବଡ ପ୍ରସ୍ତୁତି । ଆଜି ପ୍ରଥମେ ମହାପ୍ରଭୁ ଲିଙ୍ଗରାଜଙ୍କୁ ପରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ନିମନ୍ତ୍ରଣ ପତ୍ର ।
By
Anupama Rout
Dec 26, 2023
07:42
IST
ନ୍ୟୁଜ୍
୨୭ବର୍ଷରେ ପଦାର୍ପଣ କଲା ବିଜୁ ଜନତା ଦଳ । ରାଜ୍ୟବ୍ୟାପୀ ଗଣଦୌଡ, ସଭା, ରକ୍ତଦାନ, ବୃକ୍ଷରୋପଣ କାର୍ଯ୍ୟକ୍ରମ ।କଟକରୁ ଭୁବନେଶ୍ୱର ଯାଏଁ ବିଶାଳ ସାଇକେଲ ଶୋଭାଯାତ୍ରା ।
By
Anupama Rout
Dec 26, 2023
07:34
IST
ନ୍ୟୁଜ୍
ଜଞ୍ଜିରରେ ବାନ୍ଧି ହତ୍ୟା କଲା, ତା ପରେ ମୃତଦେହକୁ ପୋଡିଦେଲା । ବିବାହ ପାଇଁ ମନା କରିବାରୁ ଯୁବତୀଙ୍କୁ ହତ୍ୟା କଲା ପିଲାବେଳ ସାଙ୍ଗ ।
By
Anupama Rout
Dec 25, 2023
14:28
IST
ନ୍ୟୁଜ୍
ବଡ଼ଦିନରେ ସାନ୍ତା ବାଣ୍ଟିଲେ ଉପହାର । ଉପହାରରେ ମିଳିଛି ଜାମୁକୋଳି, ଅଶୋକ ଓ ଅନେକ ଫୁଲଗଛ ।
By
Anupama Rout
Dec 25, 2023
13:53
IST
ନ୍ୟୁଜ୍
୫୧ ପ୍ରତିଶତ ଭୋଟ୍ ଟାର୍ଗେଟ୍ ଉପରେ ବିଜେପି ପଦାଧିକାରୀ ବୈଠକରେ ନିଷ୍ପତ୍ତି । ରାଜ୍ୟ ସଭାପତି କହିଲେ ଓଡ଼ିଶାକୁ ଦିଆଯିବ ଅଧିକ ଗୁରୁତ୍ୱ ।
By
Anupama Rout
Dec 25, 2023
13:51
IST
Prev
1
...
686
687
688
Next
ସବସ୍କ୍ରାଇବ କରନ୍ତୁ