0
Bookmarks
Profile
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ମନୋରଞ୍ଜନ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
ତାଜା ଖବର
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ମନୋରଞ୍ଜନ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
Authors
Powered by :
Advertisment
Anupama Rout
ନ୍ୟୁଜ୍
ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି କଂଗ୍ରେସ । ଦିଲ୍ଲୀରେ ନ୍ୟାୟ ଯାତ୍ରା ପାଇଁ ବୈଠକ, ଏପଟେ କଂଗ୍ରେସରେ ମିଶିଲା ୱାଇଏସ୍ଆର ତେଲେଙ୍ଗାନା ପାର୍ଟି ।
By
Anupama Rout
Jan 04, 2024
12:46
IST
ନ୍ୟୁଜ୍
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ସାମିଲ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ପରିଚାଳନା କମିଟି ସଦସ୍ୟ ।
By
Anupama Rout
Jan 04, 2024
12:35
IST
ନ୍ୟୁଜ୍
ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ । ଜେଏନ୍ .୧ ରେ ଆକ୍ରାନ୍ତ ୨ ଜଣ ଚିହ୍ନଟ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ।
By
Anupama Rout
Jan 04, 2024
12:00
IST
ନ୍ୟୁଜ୍
‘ପ୍ରଧାନମନ୍ତ୍ରୀ ପ୍ରାଣ ପ୍ରତିଷ୍ଠା କରିବେ, ମୁଁ କ’ଣ ସେଠି ତାଳି ମାରିବି?...ଅଯୋଧ୍ୟା ନଯିବାକୁ ଘୋଷଣା କଲେ ପୁରୀ ଶଙ୍କରାଚାର୍ଯ୍ୟ ।
By
Anupama Rout
Jan 04, 2024
11:35
IST
ନ୍ୟୁଜ୍
ଆଉ ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ । ଟ୍ରକ ଚାଳକଙ୍କ ସମେତ ୪ ଗୁରୁତର । ହୀରାକୁଦରୁ ପିକନିକ୍ ସାରି ଫେରିବାବେଳେ ଦୁର୍ଘଟଣା ।
By
Anupama Rout
Jan 04, 2024
11:00
IST
ନ୍ୟୁଜ୍
ବୋଲଗଡ ତହସିଲଦାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଲୋକଙ୍କୁ ଦୁର୍ବ୍ୟବହାର ସହ ଶୋଷଣ କରୁଥିବା ଅଭିଯୋଗ ଆଣିଲେ ଆଇନଜୀବୀ ।
By
Anupama Rout
Jan 04, 2024
10:37
IST
ନ୍ୟୁଜ୍
ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ । ଧାନ , କପାର ଅଭାବୀ ବିକ୍ରି ଓ ଅବାଧ ମଦ କାରବାରକୁ ବିରୋଧ ।
By
Anupama Rout
Jan 04, 2024
10:23
IST
ନ୍ୟୁଜ୍
ବିଚାର ବେଳେ ଓକିଲଙ୍କ ଉପରେ ରାଗିଗଲେ ପ୍ରଧାନ ବିଚାରପତି । କହିଲେ , ଅଦାଲତକୁ ଡରାଇବାକୁ ଚେଷ୍ଟା କରନି ।
By
Anupama Rout
Jan 04, 2024
09:48
IST
ନ୍ୟୁଜ୍
ଆଜି ଦିଲ୍ଲୀରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ୍ ଖଡଗେଙ୍କ ସମେତ ଯୋଗଦେବେ ରାଜ୍ୟ ପ୍ରଭାରୀ , ନ୍ୟାୟ ଯାତ୍ରା ପାଇଁ ହେବ ଆଲୋଚନା ।
By
Anupama Rout
Jan 04, 2024
09:41
IST
ନ୍ୟୁଜ୍
ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ତେଲ ବୋଝେଇ ଟ୍ୟାଙ୍କର ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଜଳିଗଲେ ଟ୍ୟାଙ୍କର ଡ୍ରାଇଭର ।
By
Anupama Rout
Jan 04, 2024
09:36
IST
Prev
1
...
678
679
680
Next
ସବସ୍କ୍ରାଇବ କରନ୍ତୁ