କଟକ : ଉପକାରାଗାର ଫେରାଇ ଆଣିବା ଦାବିରେ ଆଠଗଡରେ ୮ଘଂଟିଆ ବନ୍ଦ୍ ପାଳନ

Advertisment
କଟକ : ଉପକାରାଗାର ଫେରାଇ ଆଣିବା ଦାବିରେ ଆଠଗଡରେ ୮ଘଂଟିଆ ବନ୍ଦ୍ ପାଳନ

କନକ ବ୍ୟୁରୋ : ଉପକାରାଗାର ଫେରାଇ ଆଣିବା ଦାବିରେ ୮ଘଂଟା ବନ୍ଦ୍ ଆଠଗଡ । ଆଠଗଡ ଓକିଲ ସଂଘ ଡାକରାରେ ଆଠଗଡରେ ୮ଘଂଟିଆ ବନ୍ଦ୍ ପାଳନ କରାଯାଉଛି । ଦୋକାନ ବଜାର ସମେତ, ଗାଡି ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଛି । ଆଠଗଡ ଉପକାରାଗାରକୁ ମରାମତି କରାଯିବା ପାଇଁ କାର୍ଯ୍ୟାଳୟକୁ ଚୌଦ୍ୱାରକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଉପକାରାଗାର ମରାମତି ହେବା ପରେ ମଧ୍ୟ ଆଠଗଡକୁ ଫେରାଇ ନଆଣିବାରୁ ଆନ୍ଦୋଳନକୁ ଓହ୍ଲାଇଛି ଓକିଲ ସଂଘ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe