କନକ ବ୍ୟୁରୋ : ଆଜି ବି ଚାଲିପାରିଲାନି ବିଧାନସଭାର ପ୍ରଶ୍ନକାଳ । ପ୍ରଧାନମନ୍ତ୍ରୀଙ୍କ ପ୍ରତି ବିଧାନସଭାରେ ବିଜେଡି ବିଧାୟକ ମହେଶ ସାହୁ ଅସାମ୍ଭିଧାନିକ ଶବ୍ଦ ପ୍ରୟୋଗକୁ ନେଇ ଗୃହରେ ହଟ୍ଟଗୋଳ ହୋଇଛି । ମହେଶ ସାହୁଙ୍କ କ୍ଷମା ପ୍ରାର୍ଥନା ଦାବି କରି ଗୃହରେ ହଙ୍ଗାମା କରିଛନ୍ତି ବିଜେପି ବିଧାୟକ । ହୋହଲ୍ଲା ଯୋଗୁଁ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ଗତକାଲି ଗୃହରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅସମ୍ବିଧାନିକ ଶବ୍ଧ ବ୍ୟବହାର କରିଥିଲେ ବିଜେଡି ବିଧାୟକ ମହେଶ ସାହୁ ।
ଆଜି ବି ଚାଲିପାରିଲାନି ପ୍ରଶ୍ନକାଳ ! "ବେଇମାନ' ଝଡରେ ଉଠିଲା ପଡିଲା ବିଧାନସଭା
/kanak/media/post_attachments/wp-content/uploads/2017/03/vlcsnap-2017-03-03-11h47m37s245.png)