ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ! ଧାନର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ ଦାବିରେ ବିରୋଧୀଙ୍କ ହଙ୍ଗମା

21

କନକ ବ୍ୟୁରୋ : ବିଧାନସଭା ଆରମ୍ଭରୁ ଆଜି ବି ହଟ୍ଟଗୋଳ କରିଛନ୍ତି ବିରୋଧୀ । ଧାନର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ ଦାବିରେ ବିରୋଧୀ ହଙ୍ଗମା କରିଛନ୍ତି । ଗୃହ ମଧ୍ୟ ଭାଗରେ କଂଗ୍ରେସ ବିଧାୟକଙ୍କ ନାରାବାଜି ଯୋଗୁଁ ଗୃହକୁ ସାଢେ ୧୨ଟା ଯାଏଁ ଗୃହ ମୁଲତବୀ ଘୋଷଣା କରାଯାଇଛି । ସର୍ବନòମ୍ନ ମୂଲ୍ୟ ୧୪ଶହରୁ ୨୮ ଶହ ଟଙ୍କା ବୃଦ୍ଧି ଦାବି କରି ହଙ୍ଗାମା କରିଛନ୍ତି ବିରୋଧୀ ସଦସ୍ୟ ।