କନକ ବ୍ୟୁରୋ : ଆସ୍କା କବିସୂର୍ଯ୍ୟନଗର ଗୋବିନ୍ଦୁପର ଗାଁରେ ରାଜନୈତିକ ହିଂସା । ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ହୋଇଛି । ଏଥିରେ ୪ ଜଣ ଗୁୁରୁତର ହୋଇଛନ୍ତି । ଗୁରୁତରଙ୍କୁ କବିସୂର୍ଯ୍ୟନଗର ମେଡିକାଲରେ ଭର୍ତି କରାଯାଇଥିଲା । ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଚିଂଛି ।
ଆସ୍କା କବିସୂର୍ଯ୍ୟନଗର ଗୋବିନ୍ଦୁପର ଗାଁରେ ରାଜନୈତିକ ହିଂସା ! ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୪ ଗୁରୁତର
/kanak/media/post_attachments/wp-content/uploads/2017/04/vlcsnap-2017-04-08-11h25m03s455.png)