ପ୍ରଥମ ଲୁକ୍ ପରେ ରିଲିଜ ହେଲା ସିନେମା ‘ବରେଲି କି ବର୍ଫି’ର ପ୍ରଥମ ଟ୍ରେଲର । ଏହି କମେଡି ରୋମାଟିଂକ ସିନେମାରେ କ୍ରିତି ସାନନ, ଆୟୁଷ୍ମାନ ଖୁରାନା ଓ ରାଜ କୁମାର ରାଓ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ସିନେମାରେ କ୍ରିତି, ବିଟ୍ଟି ଭୂମିକାରେ ଅଛନ୍ତି, ଯିଏ ବରେଲିରେ ରହେ ଓ ବ୍ରେକ ଡ୍ୟାନ୍ସ କରେ । ମୋଟାମୋଟି ଭାବେ ଏହି ସିନେମା ବିଟ୍ଟି ଉପରେ ହିିଁ ଆଧାରିତ । ଅଶ୍ୱିନୀ ଆୟର ତିୱାରୀଙ୍କ ନିର୍ଦ୍ଦେଶିତ ‘ବରେଲି କି ବର୍ଫି’ ଅଗଷ୍ଟ ୧୮ରେ ରିଲିଜ ହେବ ।
ରିଲିଜ ହେଲା ସିନେମା ‘ବରେଲି କି ବର୍ଫି’ର ପ୍ରଥମ ଟ୍ରେଲର !
/kanak/media/post_attachments/wp-content/uploads/2017/07/bareilly-ki-barfi-youtube_640x480_81500463042.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)